ନୂଆ GST ସ୍ଲାବରେ ଶସ୍ତା ହେଲା ଗାଡ଼ି
ଆଜିଠୁ ଦେଶରେ ଲାଗୁ ହେଲା ନୂଆ GST ସ୍ଲାବ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ନୂତନ GST ସଂସ୍କାର ନେଇ ଘୋଷଣା କରିଥିଲେ । ଆଉ ଏବେ ସାରା ଦେଶରେ କେବଳ...
ଆସନ୍ତାକାଲିଠୁ GST ସଞ୍ଚୟ ଉତ୍ସବ ପାଳନ ହେବ : ପ୍ରଧାନମନ୍ତ୍ରୀ
ଆସନ୍ତାକାଲିଠୁ ଲାଗୁ ହେବାକୁ ଯାଉଛି ନୂଆ ଜିଏସଟି ଦର । ସେଥିପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନରେନ୍ଦ୍ର ମୋଦୀ ନବରାତ୍ରି ଅବସରରେ ପ୍ରଥମେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି,...
ଗାଜା ଉପରେ ଇସ୍ରାଏଲର ବଡ଼ ଆକ୍ରମଣ
ଇସ୍ରାଏଲଙ୍କ ଆକ୍ରମଣ ଦିନକୁ ଦିନ ଅଧିକ କ୍ରୁର ହେବାରେ ଲାଗିଛି। ଗାଜାରେ ମୃତ୍ୟୁର ଲହରି ମାଡ଼ି ଚାଲିଛି । ଏକାସାଥ୍ରେ ୯୧ ଜଣଙ୍କୁ ମାରିଛି ଇସ୍ରାଏଲୀ ସେନା । ସମ୍ପୂର୍ଣ୍ଣ ଗାଜାକୁ ଦଖଲ କରିବା ଲକ୍ଷ୍ୟରେ ଆଇଡିଏଫ "ଅପରେସନ ଗିଡିୟନ...
ଆଫଗାନିସ୍ତାନକୁ ଖୋଲା ଧମକ ଦେଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଆଫଗାନିସ୍ତାନକୁ ଦେଇଛନ୍ତି ଧମକ । ଟ୍ରୁଥ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇ ଲେଖିଛନ୍ତି, "ଯଦି ଆଫଗାନିସ୍ତାନ ବଗରାମ ଏୟାରବେସ୍କୁ ତାର ନିର୍ମାତା ଆମେରିକାକୁ ଫେରାଇବ ନାହିଁ ତାହେଲେ, ତାର...
ଟ୍ରମ୍ପଙ୍କ ଦାବି ସେ ଭାରତ-ପାକ୍ ଯୁଦ୍ଧକୁ ବନ୍ଦ କରିଥିଲେ
ଆମେରିକା ରାଷ୍ଟ୍ରପତି ପୁନର୍ବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟସ୍ଥତା ପ୍ରସଙ୍ଗ ଉଠାଇଛନ୍ତି। ଟ୍ରମ୍ପ କହିଛନ୍ତି ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ପାଇଁ ସେ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ। ତାଙ୍କ ଅନୁଯାୟୀ, ସେ ଏପର୍ଯ୍ୟନ୍ତ ସାତଟି...
ଅସ୍ତ୍ରବିରତି ଉଲଂଘନ କଲା ପାକିସ୍ତାନ : କଡ଼ା ଜବାବ ଦେଲା ଭାରତ
ଶନିବାର ରାତିରେ ପାକିସ୍ତାନୀ ସେନା ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ନୌଗାମ ସେକ୍ଟରରେ ଅସ୍ତ୍ରବିରତି ଉଲଂଘନ କରି ଅବାଧ ଗୁଳିମାଡ କରିଛି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେନା ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ନିଶ୍ଚିତ କରାଯାଇ ନଥିଲା। ସୂତ୍ର ଅନୁସାରେ...
ମୋଦୀଙ୍କ ଜନ୍ମଦିନରେ ବୃକ୍ଷରୋପଣ କଲେ ମୁଖ୍ୟମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରାଯାଉଛି । ରାଜ୍ୟ ସ୍ତରୀୟ 'ଏକ୍ ପେଡ୍ ମାକେ ନାମ୍ ୨.୦'ର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକାମ୍ର କଲେଜ ପରିସରରେ ବୃକ୍ଷ ରୋପଣ...
କାନାଡାରେ ଚାଲିଛି ଭାରତ ବିରୋଧୀ ଷଡ଼ଯନ୍ତ୍ର
କାନାଡା ଏବଂ ଭାରତ ମଧ୍ୟରେ କୂଟନୈତିକ ସମ୍ପର୍କ ପୁନର୍ବାର ଆରମ୍ଭ ହେବାର ରିପୋର୍ଟ ମଧ୍ୟରେ ଆମେରିକା ସ୍ଥିତ ଖଲିସ୍ତାନ ସଂଗଠନ 'ଶିଖ୍ସ ଫର୍ ଜଷ୍ଟିସ୍'(SFJ) ଭାନକୁଭରରେ ଭାରତୀୟ କନସୁଲେଟ୍ ଦଖଲ କରିବାକୁ ଧମକ ଦେଇଛି । ସେମାନେ...
ନିଖୋଜ କନେଷ୍ଟବଳଙ୍କୁ ହତ୍ୟା କରି ଫିଙ୍ଗିଦେଲା ବୟଫ୍ରେଣ୍ଡ୍
ରାଜଧାନୀରୁ ନିଖୋଜ ହୋଇଥିବା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ମୃତଦେହ କେନ୍ଦୁଝର ଜଙ୍ଗଲରୁ ମିଳିଛି । ୧୨ ଦିନ ଧରି ନିଖୋଜ ଥିବା ଶୁଭମିତ୍ରାଙ୍କ ମୃତଦେହକୁ ସ୍ପେଶାଲ ସ୍କ୍ବାର୍ଡ ଉଦ୍ଧାର କରିଛି । ଏହି ହତ୍ୟାକୁ ନେଇ ପୋଲିସ୍ ଶୁଭମିତ୍ରାଙ୍କ ପୁରୁଷ...
ପାକିସ୍ତାନ ଖୋଲିଲା ଟ୍ରମ୍ପଙ୍କ ମୁଖା
ଅପରେସନ ସିନ୍ଦୂରକୁ ନେଇ ବଡ଼ ବୟାନ ଦେଇଛି ପାକିସ୍ତାନ। ମଧ୍ୟସ୍ଥତା ନେଇ ଆମେରିକାର ପ୍ରସ୍ତାବକୁ ଖାତିର୍ କରି ନଥିଲା ଭାରତ । ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରାଇଥିବା କହି ଟ୍ରମ୍ପ ନିଜକୁ ମହାନ୍ କହୁଥିବା ବେଳେ ,ଭାରତ ଆମେରିକାର ପ୍ରସ୍ତାବକୁ...


















