ରୁଷରେ ଶକ୍ତିଶାଳୀ ଭୂମିକମ୍ପ : ସୁନାମୀ ଚେତାବନୀ
ରୁଷିଆର କାମଚଟକା ଅଞ୍ଚଳରେ ପୁଣି ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭବ କରାଯାଇଛି। ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ (USGS) ଅନୁସାରେ, ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ 7.4 ଥିଲା। କେନ୍ଦ୍ରସ୍ଥଳ 39.5 କିଲୋମିଟର ଗଭୀରରେ ଓ ପେଟ୍ରୋପାଭଲୋଭସ୍ମ-କାମଚଟସ୍କିଠାରୁ 111 କିଲୋମିଟର...
ମିଜୋରାମରେ ଗଡିଲା ପ୍ରଥମ ଟ୍ରେନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମିଜୋରାମ ଗସ୍ତ କରି ୩ଟି ନୂଆ ଏକ୍ସପ୍ରେସ୍ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଦୀର୍ଘ ୧୨୭ ବର୍ଷର ଅପେକ୍ଷା ପରେ ମିଜୋରାମରେ ଗଡ଼ିଛି ପ୍ରଥମ ରେଳ । ଟ୍ରେନ୍...
ଅର୍ଚ୍ଚନା ନାଗଙ୍କ ଘରେ ଇଡି
ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ଶୁକ୍ରବାର ଅର୍ଚ୍ଚନା ନାଗଙ୍କ ଘରେ ଚଢ଼ାଉ କରାଯାଇଛି। ୨୦୨୨ ଅର୍ଥ କାରବାର ମାମଲାରେ ଇଡି ଛାନଭିନ୍ ଚଳାଇଛନ୍ତି। ପୂର୍ବରୁ ହନିଟ୍ରାପ ରାକେଟ ଚଳାଇବା ଅଭିଯୋଗରେ ଗିରଫ ହୋଇଥିଲେ । ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବ୍ଲାକମେଲ କରି ଟଙ୍କା...
ଟେକଅଫ ବେଳେ ଖସି ପଡ଼ିଲା ସ୍ପାଇସଜେଟ୍ ବିମାନର ଚକ
ଶୁକ୍ରବାର ଦିନ ଗୁଜରାଟର କାଣ୍ଡଲାରୁ ମୁମ୍ବାଇ ଯାଉଥିବା ସ୍ପାଇସଜେଟର ବିମାନଟି ଉଡ଼ାଣ ଭରିବା ମାତ୍ରେ ଏହାର ଗୋଟିଏ ଚକ ଭାଙ୍ଗି ତଳେ ଖସି ପଡ଼ିଥିଲା। ବିମାନଟି ଉଡ଼ାଣ ଭରିବା ମାତ୍ରେ ଗୋଟିଏ ଚକ ଖସିପଡିଥିଲା। ବିମାନରେ ୭୫ ଜଣ ଯାତ୍ରୀ...
ବମ୍ବେ ହାଇକୋର୍ଟକୁ ବୋମା ଧମକ
ଦିଲ୍ଲୀ ପରେ ବମ୍ବେ ହାଇକୋର୍ଟକୁ ମଧ୍ୟ ବୋମା ଧମକ ଆସିଥିବାରୁ ଶୁକ୍ରବାର ଅପରାହ୍ନରେ କୋର୍ଟ ପ୍ରାଙ୍ଗଣ ଖାଲି କରାଯାଇଛି। କୋର୍ଟକୁ ଉଡାଇ ଦେବା ବାବଦରେ ମିଳିଥିବା ସୂଚନା ଆଧାରରେ ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି। ରିପୋର୍ଟ ଅନୁଯାୟୀ, ବମ୍ବେ ହାଇକୋର୍ଟରେ ବୋମା...
ଭାରତ ଓ ମରିସସ ସମ୍ପର୍କ ରେ ନୁଆ ଅଧ୍ୟାୟ
କାଶୀରେ ମରିସସ୍ ପ୍ରଧାନମନ୍ତ୍ରୀ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଛି। ଏହା ସମୟରେ ଭାରତ ୨୧୫ ମିଲିୟନ୍ ଡଲାରର ସହାୟତା ଘୋଷଣା କରିଛି। ମୋଦି ସ୍ପଷ୍ଟ କରିଛନ୍ତି ଯେ, ଏହା କେବଳ ସହାୟତା ନୁହେଁ,...
ଶପଥ ନେଲେ ସିପି ରାଧାକ୍ରିଷ୍ଣନ୍
ଶୁକ୍ରବାର ରାଷ୍ଟ୍ରପତି ଭବନରେ ଏକ ସମାରୋହରେ ଭାରତର ୧୫ତମ ଉପରାଷ୍ଟ୍ରପତି ଭାବରେ ସିପି ରାଧାକ୍ରିଷ୍ଣନ୍ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସକାଳ ୧୦.୧୦ ମିନିଟରେ ତାଙ୍କୁ ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ଜଣେ...
ନେପାଳ ରୁ ସୁରକ୍ଷିତ ଭାବେ ଫେରିଲେ ୨୩ ଓଡ଼ିଆ ଯାତ୍ରୀ
ନେପାଳ ରେ ଫସିଛନ୍ତି ଶତାଧିକ ଓଡ଼ିଆ । କେବଳ କେନ୍ଦ୍ରାପଡ଼ା ଜିଲ୍ଲାର ଏକାଧିକ ପ୍ରବାସୀ ନେପାଳରେ ଫସି ରହିଛନ୍ତି । ସେଠାରେ ହିଂସା ବ୍ୟାପକ ହେଉଥିବା ବେଳେ ପରିବାର ପୋଷିବାକୁ ଯାଇଥିବା ମୁରବୀଙ୍କୁ ନେଇ ଚିନ୍ତାରେ ଘର ଲୋକ ।...
ଏନକାଉଣ୍ଟରରେ ଟଳିଲେ ୧୦ ମାଓବାଦୀ
ଛତିଶଗଡ଼ର ଗାରିଆବନ୍ଦ ଜିଲ୍ଲାରେ ସୁରକ୍ଷା ବାହିନୀ ଏନକାଉଣ୍ଟରରେ ୧୦ ଜଣ ନକ୍ସଲଙ୍କୁ ନିହତ କରିଛନ୍ତି। ନିହତ ନକ୍ସଲଙ୍କ ମଧ୍ୟରେ ଭୟଙ୍କର ନକ୍ସଲ କମାଣ୍ଡର ମନୋଜ ଓରଫ ମୋଡେମ ବାଲକୃଷ୍ଣ ମଧ୍ୟ ଅଛନ୍ତି। କୁହାଯାଉଛି ଯେ ନକ୍ସଲ କମାଣ୍ଡର ମନୋଜ...
ନେପାଳ ଜେଲରୁ ଫେରାର କଏଦୀଙ୍କୁ ଧରିଲା ଏସଏସବି
ନେପାଳରେ ହୋଇଥିବା ହିଂସା ଓ ଅସ୍ଥିରତାର ସୁଯୋଗ ନେଇ କଏଦୀମାନେ ଜେଲରୁ ଫେରାର ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩୫ ଜଣଙ୍କୁ ଭାରତ-ନେପାଳ ସୀମାରେ ଏସଏସବି ଧରିବାରେ ସଫଳ ହୋଇଛି । ୨୨ କଏଦୀ ଉତ୍ତର ପ୍ରଦେଶରେ, ୧୦ ବିହାରରେ...


















