୬୦ ଘଣ୍ଟା ପାଇଁ ଏହି ୩ ଜିଲ୍ଲା ସଟ୍ଡାଉନ୍
କୋରୋନା ମୁକାବିଲା ପାଇଁ ବାଲେଶ୍ବର, ଭଦ୍ରକ ଓ ଯାଜପୁର ୬୦ ଘଣ୍ଟା ପାଇଁ ସଟ୍ଡାଉନ୍ ଲାଗୁ କଲେ ରାଜ୍ୟସରକାର । ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଯାଏ ସମ୍ପୂର୍ଣ୍ଣ ବନ୍ଦ ରହିବ ଏହି 3ଟି ଜିଲ୍ଲା...
ବାଲେଶ୍ୱରରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବାଲେଶ୍ୱରରେ ଚିହ୍ନଟ ହେଲେ ଆଉ ୨ କରୋନା ଆକ୍ରାନ୍ତ । ଆଜି ଗୋଟିଏ ଦିନରେ ୬ ପଜିଟିଭ ଚିହ୍ନଟ । ପଜିଟିଭଙ୍କ ସଂଖ୍ୟା ୮୯ ଏହି ଦୁଇ ଜଣଙ୍କୁ...
ଆଉ ୪ଟି ପଜିଟିଭ୍ ଚିହ୍ନଟ
ଆଉ ୪ଟି ପିଜିଟିଭ୍ ଚିହ୍ନଟ । ୪ ପଜିଟିଭ୍ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭କୁ ବୃଦ୍ଧି । ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର ।
ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ
ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ ଭୁବନେଶ୍ୱରର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଯାବତ ରାଜ୍ୟରେ ୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି। ଭୁବନେଶ୍ୱରର ମୋଟ ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୨୨...
ବିଲେଇକୁ କରୋନା
ବିଲେଇକୁ କରୋନା । ଆମେରିକାର ଦୁଇ ପୋଷା ବିଲେଇ କରୋନାରେ ସଙ୍କ୍ରମିତ ହୋଇଥିବା ଜଣାପଡିଛି । ଉଭୟଙ୍କ ରିପାର୍ଟ ପଜିଟିଭ ଆସିଛି । ନୁୟର୍କ ସହରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଯାହା...
୮ମାସ ଗର୍ଭବତୀ ଥାଇ ମଧ୍ୟ କରୁଛନ୍ତି ଡ୍ୟୁଟି
କର୍ତ୍ତବ୍ୟ ଆଗରେ ହାର ମାନିଛି ଜୀବନର ସବୁ ବାଧା ବିଘ୍ନ । ୮ ମାସର ଛୁଆ ପେଟରେ ଥାଇ ବି ଡ୍ୟୁଟିକୁ ଆସୁଛନ୍ତି ମୟୂରଭଞ୍ଜ ବେତନଟୀ ପୋଲିସ ଷ୍ଟେସନର ଏସଆଇ ମମତା ମିଶ୍ର । କରୋନା ଯୁଦ୍ଧରେ ନିଜକୁ ସାମିଲ...
ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଯାଜପୁରର ୩୮ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ । ପଶ୍ଚିମବଙ୍ଗରୁ ଫେରିଥିଲେ ସମ୍ପୃକ୍ତ ଯୁବକ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩
ଲକ୍ ଡାଉନ୍ରେ କିଭଳି ପାଳନ ହେବ ରମଜାନ୍
ଲକ୍ ଡାଉନ୍ କଟକଣା ସମୟରେ କିଭଳି ପାଳନ ହେବ ରମଜାନ୍ । ଏଥିପାଇଁ ଅଧକ୍ଷ୍ୟତାରେ କ୍ୟାପିଟାଲ ଥାନା ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଲକ୍ଡାଉନ୍ ଯୋଗୁଁୂ ଏଥର ସଂଘରୋଧ ଭାବେ ପାଳନ ହେବ ନମାଜ ପାଠ ଇଫତାର...
ଡାକ୍ତରଙ୍କୁ ଆକ୍ରମଣ କଲେ ୭ ବର୍ଷ ଜେଲ୍ ଦଣ୍ଡ
କରୋନା ଯୋଦ୍ଧା ଡାକ୍ତର , ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବଡ ଘୋଷଣା । କରୋନା ଯୋଦ୍ଧାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । କରୋନା ଯୋଦ୍ଧାଙ୍କ ସୁରକ୍ଷା ପାଇଁ ଅଧ୍ୟାଦେଶ ଆଣିବାକୁ ନିଷ୍ପତ୍ତି । କ୍ୟାବିନେଟ ମିଟିଂ ପରେ...
ହ୍ୱାଟସ ଆପରେ କୋଭିଡ୍ ସୂଚନା
ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ହ୍ୱାଟ୍ସ ଆପ୍ କୋଭିଡ୍ ହେଲପ୍ ଡେସ୍କ। ଯେଉଁଥିରେ ଲୋକଙ୍କୁ ରାଜ୍ୟରେ କରୋନା ସମ୍ପର୍କୀତ ସମସ୍ତ ତଥ୍ୟ ମିଳିପାରିବ। ଏହାବ୍ୟତୀତ ଏଥିରେ ଦେଶର ଅନ୍ୟ ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ବି ତଥ୍ୟ...
















