ନାଟକ ଥିଲା ଉଦଳା ଗଣଦୁଷ୍କର୍ମ ଅଭିଯୋଗ
ମିଛ ଥିଲା ଗଣଦୁଷ୍କର୍ମ ଅଭିଯୋଗ, ମାନିଲେ ଯୁବତୀ । ପୋଲିସ ଓ ଜୁଡିସିଆଲ୍ ମାଜିଷ୍ଟ୍ରେଟଙ୍କ ଆଗରେ ମିଛ ଅଭିଯୋଗ କରିଥିବା ମାନିଛନ୍ତି ଯୁବତୀ ଜଣଙ୍କ । ଏଥିସହ ଯୁବତୀଙ୍କ ମେଡିକାଲ୍ ରିପୋର୍ଟରୁ ଜଣାପଡ଼ିଛି ତାଙ୍କ ସହ କୌଣସି ଅସଦାଚରଣ ହୋଇ...
ଏସ୍ସିଓ ସମ୍ମିଳନୀରେ ପାକିସ୍ତାନ କୁ ଚେତାବନୀ ଦେଲେ ନରେନ୍ଦ୍ର ମୋଦୀ
ଚୀନର ତିଆନଜିନରେ ଆୟୋଜିତ SCO ସମ୍ମିଳନୀରେ ପାକିସ୍ତାନକୁ ଟାର୍ଗେଟ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିଠାରେ ପହଲଗାମ ଆତଙ୍କବାଦୀ ଆକ୍ରମଣର କଥା ଉଠାଇ, ଆତଙ୍କବାଦକୁ ସମଗ୍ର ବିଶ୍ବ ପାଇଁ ସବୁଠାରୁ ବଡ଼ ବିପଦ ବୋଲି ବର୍ଣ୍ଣନା କଲେ। ଚାରି ଦଶକ...
Air india ବିମାନ ରେ ନିଆଁ; ଜରୁୀକାଳୀନ ଅବତରଣ
ଦିଲ୍ଲୀରୁ ଇନ୍ଦୋରକୁ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ Al2913 ଉଡାଣ ପ୍ରାରମ୍ଭ ପରେ ଦିଲ୍ଲୀକୁ ପୁଣି ଫେରିବାକୁ ପଡିଲା। କକପିଟ୍ କ୍ରୁ ଡାହାଣ ଇଞ୍ଜିନରେ ନିଆଁ ଲାଗିବାର ସଙ୍କେତ ପାଇଥିଲେ, ଯାହା ପରେ ସେମାନେ ଇଞ୍ଜିନକୁ ବନ୍ଦ କରି ନିରାପଦ...
ମନ କି ବାତ : ପିଏମ ମୋଦୀ ସ୍ୱଦେଶୀ ଆପଣେଇବାକୁ ଜୋର ଦେଇଛନ୍ତି
ରବିବାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ମନ କି ବାତ”ର ୧୨୫ତମ କାର୍ଯ୍ୟକ୍ରମ ରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ସେ ଏଥିରେ ନିକଟରେ ଘଟିଥିବା ପ୍ରାକୃତିକ ବିପଦ, ଜମ୍ମୁ-କାଶ୍ମୀରର ଅଗ୍ରଗତି, ଶହଡୋଲର ଫୁଟବଲ ଗାଁ, ସୋଲାର ଲାଇଟରେ କୃଷକଙ୍କ ଲାଭ,...
ମୟୂରଭଞ୍ଜ ରେ ଗଣଦୁଷ୍କର୍ମ
ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅଞ୍ଚଳରେ ଏକ ଯୁବତୀଙ୍କୁ ଗାଡ଼ିଭିତରେ ଗଣଦୁଷ୍କର୍ମ କରି ରାସ୍ତାରେ ଛାଡ଼ିଦେଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ଯୁବତୀକୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି...
ଗୋଟିଏ ସପ୍ତାହ ରେ ୨ ଥର ବଡ଼ ଆକ୍ରମଣ କଲା ରୁଷ
ରୁଷ-ୟୁକ୍ରେନ ଯୁଦ୍ଧ ଚାରି ବର୍ଷ ପର୍ଯ୍ୟନ୍ତ ଚାଲିଆସିଛି, କିନ୍ତୁ ଶାନ୍ତି ପ୍ରୟାସ ବିଫଳ ହୋଇଛି । ଶନିବାର ୟୁକ୍ରେନ ଦ୍ୱାରା ହୋଇଥିବା ବଡ଼ ଡ୍ରୋନ୍ ଆକ୍ରମଣକୁ ରୁଷ ବିଫଳ କରିବାର ଦାବି କରିଛି । ରୁଷ ପ୍ରତିରକ୍ଷା ବାହିନୀ...
ଜିନପିଙ୍ଗ ; ଡ୍ରାଗନ ଓ ହାତୀ ଏକାଠି ଆସିବା ଦରକାର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ତିଆନଜିନରେ ଚାଲିଥିବା ଏସସିଓ ଶିଖର ସମ୍ମିଳନୀରେ ଯୋଗଦେବାକୁ ପହଞ୍ଚିଛନ୍ତି । ସମ୍ମିଳନୀ ପୂର୍ବରୁ ସେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସହ ୫୫ ମିନିଟ୍ରୁ ଅଧିକ ସମୟ ଧରି ଆଲୋଚନା କରିଥିଲେ । ଚୀନ...
ଆମେରିକା ର ଶୁଳ୍କ ରେ ବନ୍ଦ ହେଇଯାଇଛି ଚିଙ୍ଗୁଡ଼ି ଶିଳ୍ପ
ଆମେରିକା ଭାରତୀୟ ସାମୁଦ୍ରିକ ଖାଦ୍ୟ ଉପରେ ୫୦ ପ୍ରତିଶତ ଅଧିକ ଶୁଳ୍କ ଘୋଷଣା କରିବା ପରେ ଓଡ଼ିଶାର ଚିଙ୍ଗୁଡ଼ି ଶିଳ୍ପ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଅଗଷ୍ଟରେ କାର୍ଯ୍ୟକାରୀ ହୋଇଥିବା ଏହି ପଦକ୍ଷେପ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ କାରଖାନାରେ ନିୟୋଜିତ...
ଚନ୍ଦ୍ରଜାନ -୫ ପାଇଁ ଭାରତର ସାଥ ଦେଲା ଜାପାନ
ଖୁବଶୀଘ୍ର ବିଶ୍ବର ତୃତୀୟ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି ଭାରତ । ଜାପାନ ପିଏମଙ୍କ ସହ ମିଳିତ ପ୍ରେସ କନଫରେନ୍ସରେ ଉଭୟ ଦେଶ ମଧ୍ୟରେ ଆଗାମୀ ୧୦ ବର୍ଷ ପାଇଁ ରୋଡମ୍ୟାପ ପ୍ରସ୍ତୁତ ବୋଲି କହି ବିକାଶର ନୂଆ ସମୀକରଣ...
ପାକ୍ ଆତଙ୍କୀ ବିରୋଧରେ ମୁହଁ ଖୋଲିଲେ ଉମା ଭାରତୀ
ବିଜେପି ନେତ୍ରୀ ଉମା ଭାରତୀ କହିଛନ୍ତି ଯେ, ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛି ଓ ଏହି ଆତଙ୍କୀ ସଂଗଠନମାନେ ଆଗାମୀଦିନରେ ପାକିସ୍ତାନଙ୍କୁ ନିଜେ ଧ୍ୱଂସ କରିଦେବେ । ସେ ଆହୁରି କହିଛନ୍ତି, ପାକ୍ ଅଧିକୃତ କାଶ୍ମୀରକୁ ଫେରାଇ ନେବା ସମସ୍ତ...


















