ନିଲମ୍ବିତ ହେଲେ ସଂସ୍କୃତ ଶିକ୍ଷକ
ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଏକ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଆଦିତ୍ୟ ପ୍ରଧାନଙ୍କୁ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ନିଲମ୍ୱିତ କରାଯାଇଛି । ୭ ଜଣ ଛାତ୍ରୀଙ୍କର ଅଭିଯୋଗ ପରେ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୁରୁଣ୍ଡିଆ...
ବିହାରରେ କଂଗ୍ରେସ-ବିଜେପି ମୁହାଁମୁହିଁ
ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ବିହାର ରାଜନୀତି ପାଣିପାଗ ସରଗରମ ରହିଥିବାବେଳେ ଏହା ତାପମାତ୍ରାକୁ ଦ୍ୱିଗୁଣିତ କରିଛି ପ୍ରଧାନମନ୍ତ୍ରୀଙ୍କ ମାଙ୍କ ଉପରେ ଦିଆଯାଇଥିବା ଆପତ୍ତିଜନକ ମନ୍ତବ୍ୟ । ଆଜି ବିଜେପି କାର୍ମକର୍ତ୍ତାମାନେ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରିଛନ୍ତି ।...
ଆକାଶ ରେ ଜଳିଗଲା F- 35 ଜେଟ୍
ଆମେରିକା ସବୁବେଳେ ନିଜର ଏଫ୍-୩୫ ଫାଇଟର ଜେଟ୍ କୁ ନେଇ ଗର୍ବ କରିଥାଏ। ଏହା ଦୁନିଆର ସବୁଠାରୁ ଉନ୍ନତ ଫାଇଟର ଜେଟ୍ ବୋଲି ଦାବି କରିଥାଏ । କିନ୍ତୁ ନିକଟରେ ଘଟିଥିବା ଏକ ଘଟଣା, ସାରା ଦୁନିଆକୁ ଚକିତ କରିଛି।...
ବିଜେଡ଼ି ରେ ବିଦ୍ରୋହ
ବିଜୁ ଯୁବ ଜନତା ଦଳର ସଭାପତି ଭାବେ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ଇପ୍ସିତା ସାହୁଙ୍କୁ ନିଯୁକ୍ତ କରିଥିଲେ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ । ଆଉ ବିଜେଡିର ଏହି ନିଷ୍ପତ୍ତି ବିରୋଧରେ...
ସଂସ୍କୃତ ଶିକ୍ଷକ ଙ୍କ ନାରେ ଅସଦାଚରଣ ଅଭିଯୋଗ
ପୁଣିଥରେ ଗୁରୁଙ୍କ ନାଁରେ କଳଙ୍କ। ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକରେ ସଂସ୍କୃତ ଶିକ୍ଷକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଉଠିଛି। ୭ ଜଣ ଛାତ୍ରୀ ଶିକ୍ଷକଙ୍କ ଦ୍ବାରା ଅସଦାଚରଣ କରାଯାଇଥିବା କହି ମୁଖ ଖୋଲିଛନ୍ତି। ଗୁରୁ-ଶିଷ୍ୟ ଭଳି ପବିତ୍ର ସମ୍ପର୍କରେ ଲାଗିଥିବା...
ରହସ୍ୟ ବଢ଼ାଉଛି ଆଇନଜୀବୀଙ୍କ ଆତ୍ମାହୁତି ଘଟଣା
ରାଜଧାନୀରେ ନିଜ ଦେହରେ ନିଆଁ ଲଗାଇଦେଲେ ଆଇନଜୀବୀ । ମଞ୍ଚେଶ୍ବର ଥାନା ପାଣ୍ଡରା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ୪୬ ବର୍ଷୀୟ ଦୀପକ ସାହୁ। ଦୀପକ ଜଣେ ଆଇନଜୀବୀ । ଗୁରୁବାର ହଠାତ୍ ଛାତ...
ୟୁକ୍ରେନ ଉପରେ ୬୨୯ଟି ମିସାଇଲ୍-ଡ୍ରୋନ୍ ମାଡ଼ କଲା ରୁଷ
ଦୀର୍ଘ ଚାରି ବର୍ଷ ହେବ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ରୁଷ ଗୁରୁବାର ୟୁକ୍ରେନର କୀବ ଉପରେ ପ୍ରାୟ ୬୨୯ଟି ମିସାଇଲ୍ ଏବଂ ଡ୍ରୋନ୍ ମାଡ଼ କରିଛି । ଏଥିରେ ୧୪ ଜଣଙ୍କ ମୃତ୍ୟୁ...
ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍:ଭାରତୀୟ ଅର୍ଥନୀତି ଉପରେ କୌଣସି ପ୍ରଭାବ ପକାଇବନି
ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଛି । ତଥାପି, EY ଇଣ୍ଡିଆର ରିପୋର୍ଟ ଅନୁସାରେ ଏହାର ଭାରତୀୟ ଅର୍ଥନୀତିରେ କୌଣସି ବିଶେଷ ପ୍ରଭାବ ପଡ଼ିବ ନାହିଁ । ସେହି ରିପୋର୍ଟରେ ଉଲ୍ଲେଖ ଅଛି ଯେ ୨୦୩୮ ସୁଦ୍ଧା...
ବିଜେପି-ଆରଏସ୍ଏସ୍ ଭୋଟ୍ ଚୋର ବୋଲି କହିଲେ ରାହୁଲ୍ ଗାନ୍ଧୀ
ଭୋଟ୍ ଚୋରି ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ ପୁଣିଥରେ ମୋଦୀ ସରକାରକୁ ଟାର୍ଗେଟ କରିଛନ୍ତି । ବିହାରରେ ଚାଲୁଥିବା ଭୋଟର ଅଧିକାର ଯାତ୍ରାର ୧୨ତମ ଦିନରେ ସେ ସୀତାମଢୀର ଜାନକୀ ମାତା ମନ୍ଦିରରେ ଦର୍ଶନ କରି, ପରେ ଲୋକଙ୍କୁ ସମ୍ବୋଧିତ...
ଅତ୍ୟାବଶ୍ୟକ ଖାଦ୍ୟ ଉପରେ ହେବ ଜିଏସଟି ଛାଡ଼
ରୁଟି, କ୍ଷୀର, ଛେନା ଭଳି ଅତ୍ୟାବଶ୍ୟକୀୟ ଖାଦ୍ୟ ଉପରେ ଛାଡ ହେବ ଜିଏସଟି ।
୫% ରୁ ୧୮% ପର୍ଯ୍ୟନ୍ତ ଜିଏସଟି ଲାଗୁ ହୋଇଥିବା ପ୍ୟାକେଟ୍ ଖାଦ୍ୟ, ୟୁଏଚଟି ମିଲ୍କ, ପ୍ୟାକେଟ୍ ଛେନା, ପିଜା ବ୍ରେଡ, ଚପାତି ପରି ସାମଗ୍ରୀକୁ...


















