ବାଲେଶ୍ବର ଏଫଏମ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ରାଜ୍ୟରେ ଚହଳ ପକାଇଥିବା ବାଲେଶ୍ଵର ଫକୀର ମୋହନ ଛାତ୍ରୀ ମୃତ୍ୟୁ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ରାଜ୍ୟ ସରକାର ବୁଧବାର ଏହାର ନିର୍ଦ୍ଦେଶ ଦେଇଛନ୍ତି । ଡିଏସପି ଇମନ କଲ୍ୟାଣ ନାୟକଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଛି । କ୍ରାଇମବ୍ରାଞ୍ଚ...
ଅଧ୍ୟାପକଙ୍କ ନାଁରେ କଳଙ୍କ ସମୀର ସାହୁ
ଗୁରୁଙ୍କ ନାଁରେ କଳଙ୍କ । ଅଧ୍ୟାପନା ନାଁରେ ବ୍ଲାକମେଲ୍ କରି ଛାତ୍ରୀଙ୍କ ସହ ରଖୁଥିଲେ ଅନୈତିକ ସମ୍ପର୍କ । ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ପଛର ମୁଖ୍ୟ ଖଳନାୟକ ସମୀର ସାହୁଙ୍କର ଟ୍ରାକ ରେକର୍ଡ କିଛି ଏମିତି ଥିଲା ।...
ରଣକ୍ଷେତ୍ର ପାଲଟିଲା ଲୋକସେବା ଭବନ
ଏଫ୍ ଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟର ମୃତ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବୁଧବାର ବିଜୁ ଜନତା ଦଳ ବାଲେଶ୍ୱରରୁ ଭୁବନେଶ୍ୱର ଯାଏ ଆନ୍ଦୋଳନର ଡାକରା ଦେଇଛି । ଭୁବନେଶ୍ୱରରେ ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିବାବେଳେ...
ଶୁଭାଂଶୁ ଶୁକ୍ଳାଙ୍କୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ
୧୮ ଦିନ ଧରି ମହାକାଶରେ ରହିବା ପରେ ମହାକାଶଚାରୀ ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ଆକ୍ସିଓମ-୪ ମିଶନର ଅନ୍ୟ ୩ କ୍ରିଉ ସଦସ୍ୟଙ୍କ ସହ ପୃଥିବୀରେ ଅବତରଣ କରିଛନ୍ତି। ଶୁଭାଂଶୁଙ୍କ ସଫଳ ପ୍ରତ୍ୟାବର୍ତ୍ତନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଗତ କରିଛନ୍ତି।...
ଥାନା ଆଇଆଇସିଙ୍କଠୁ ବିଭାଗୀୟ ମନ୍ତ୍ରୀ .. ସମସ୍ତେ ଦାୟୀ
ଭୁବନେଶ୍ବର - ବାଲେଶ୍ବର ଏଫଏମକଲେଜ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହୁଛନ୍ତି, ସରକାର ଅପରାଧୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । କଠୋରରୁ ଅତି କଠୋର ଶାସ୍ତି ଦିଆଯିବ ।...
୧୭ରେ ଓଡ଼ିଶା ବନ୍ଦ ଡାକରା
ଭୁବନେଶ୍ବର - ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ପ୍ରଦେଶ କଂଗ୍ରେସ । ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ଓ ମୃତ୍ୟୁ ଘଟଣାକୁ ନେଇ ଏହି ଡାକରା ଦିଆଯାଇଛି । ଓଡ଼ିଶା ବନ୍ଦ ସମୟରେ...
ଛତିଶଗଡ଼ରେ ମାଓବାଦୀ ଦୁଇ ଶିକ୍ଷକଙ୍କୁ ଗଳାକାଟି ହତ୍ୟା କଲେ
ଛତିଶଗଡ଼ ବିଜାପୁରରେ ମାଓବାଦୀମାନଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି । ପୋଲିସ ସୂଚନାଦାତା ସନ୍ଦେହରେ ଦୁଇ ଶିକ୍ଷକଙ୍କ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ଦୁଇ ଜଣ ମାଓ ପ୍ରବଣ ଅଞ୍ଚଳରେ ଶିକ୍ଷକ ଭାବେ କାମ କରୁଥିଲେ । ମୃତ...
ଜୀବନ ହାରିଲେ ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ
ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଏଫଏମ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ହୋଇଛି । ସୋମବାର ରାତି ୧୧.୪୬ ରେ ଆଖି ବୁଜିଛନ୍ତି ପୀଡ଼ିତା । ଆତ୍ମହତ୍ୟା ଉଦ୍ୟମ କରି ୯୫ ପ୍ରତିଶତ ପୋଡ଼ି ଯାଇଥିଲା ସୌମ୍ୟାଙ୍କ ଶରୀର ।...
ଛାତ୍ରୀଙ୍କୁ ବଞ୍ଚେଇ ବା ପାଇଁ ସାହାସିକତା ସହ ଆଗେଇ ଯାଇଥିଲେ
ବାଲେଶ୍ବର ଘଟଣାରେ ଜଣେ ଝିଅ ନିଜ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ, ସେ ମୁହୁର୍ତ୍ତରେ ଜଣେ ଯୁବକ ତାଙ୍କୁ ବଞ୍ଚେଇବାକୁ ଆଗକୁ ଯାଇ ନିଜେ ମଧ୍ୟ ଅନେକ ମାତ୍ରା ରେ ଆହତ ହେଲେ।
ଯେଉଁଠି ସମସ୍ତେ ଚୁପ୍ ହେଇ...
ଫେରିବେ ଶୁଭାଂଶୁ ଏବଂ ସହକର୍ମୀ
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିବା ଆକ୍ସମ୍-୪ ମିସନର ଅବଧି ଆଜି ଶେଷ ହେବ । ପ୍ରଥମେ ଜୁଲାଇ ୧୦ ତାରିଖରେ ଦଳ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବାର ଥିଲା। କିନ୍ତୁ ଏହି ଅବଧିକୁ ୪ ଦିନ ବୃଦ୍ଧି କରାଯାଇଥିଲା। ଫଳରେ...


















