ଟ୍ରମ୍ପ ଙ୍କ ଝଟକା ;ଔଷଧ ଉପରେ ୨୦୦% ଟାରିଫ୍
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବଡ଼ ଶୁକ୍ଳ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି। ବିଦେଶରୁ ଆଣାଯାଉଥିବା ଔଷଧରେ 200% ଟାରିଫ୍ ଲାଗୁ କରିବା ପ୍ରସ୍ତାବ ରଖୁଛନ୍ତି । ଏହାର ଫଳରେ ଆମେରିକାରେ ଔଷଧର ଦର ବେଶୀ ବଢ଼ିବା...
ଶ୍ରେଷ୍ଠ ମୂଖ୍ୟମନ୍ତ୍ରୀ ଭାବେ ବିବେଚିତ ହେଲେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମିଳିଛି ଜାତୀୟ ସ୍ୱୀକୃତି। ଇଣ୍ଡିଆ ଟୁଡେ-ସିଭୋଟରଙ୍କ ‘ମୁଡ ଅଫ ଦି ନେଶନ’ ସର୍ଭେରେ ବଡ଼ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଆକଳନ ହୋଇଥିଲା। ସେଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୀର୍ଷ ସ୍ଥାନରେ ରହିଛନ୍ତି। ଯାହାକୁ...
ଶିକ୍ଷକ ଙ୍କ ପାଇଁ TET ପାସ୍ ବାଧ୍ୟତାମୂଳକ ; ନହେଲେ ଅବସର
ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର । ସବୁ ଶିକ୍ଷକଙ୍କ ପାଇଁ TET ବାଧ୍ୟତାମୂଳକ । TET ବା ଟିଚର୍ ଏଲିଜିବିଲିଟି ଟେଷ୍ଟ ପାସ୍ କରିବା ବାଧ୍ୟତାମୂଳକ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଶିକ୍ଷକଙ୍କ ପାଇଁ ସୁପ୍ରିମକୋର୍ଟ ସୋମବାର...
କେନ୍ଦ୍ର ବିରୋଧରେ ମୋର୍ଚ୍ଚା ଖୋଲିଲେ ମମତା
ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କ୍ଷମତାସୀନ ଟିଏମସି ଓ ବିଜେପି ଉଭୟ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ପଶ୍ଚିମବଙ୍ଗ ସରକାର ସେପ୍ଟେମ୍ବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି...
ଜଳିଗଲା ସେନା ବିମାନ
ଗିଲଗିଟ୍-ବାଲ୍ଟିସ୍ତାନ ଅଞ୍ଚଳରେ ଏକ ସେନା ହେଲିକପ୍ଟର ନିୟମିତ ଉଡାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଚାଲିଯାଇଛି। ମୃତକଙ୍କ ମଧ୍ଯରେ ଦୁଇଜଣ ପାଇଲଟ୍ ମଧ୍ୟ ଅଛନ୍ତି। ଗିଲଗିଟ୍-ବାଲ୍ଟିସ୍ତାନ ସରକାରର ମୁଖପାତ୍ର ଫୈଜୁଲ୍ଲା ଫାରାକଙ୍କ...
ହ୍ୟୁଜ୍ ଆପ୍ ର ମାଷ୍ଟର ମାଇଣ୍ଡ ଗିରଫ
ହ୍ୟୁଜ୍ ଆପ୍ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ପଛରେ ରହିଛନ୍ତି ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ । ମୁଖ୍ୟ ଅଭିଯୁକ୍ତ ତଥା ପ୍ରମୋଟର ପାର୍ଥ ସାରଥି ଦାସକୁ ବାଲେଶ୍ବରରୁ ଗିରଫ କରି କୋର୍ଟ ଚାଲାଣ କରିଛି କଟକ...
ନାଟକ ଥିଲା ଉଦଳା ଗଣଦୁଷ୍କର୍ମ ଅଭିଯୋଗ
ମିଛ ଥିଲା ଗଣଦୁଷ୍କର୍ମ ଅଭିଯୋଗ, ମାନିଲେ ଯୁବତୀ । ପୋଲିସ ଓ ଜୁଡିସିଆଲ୍ ମାଜିଷ୍ଟ୍ରେଟଙ୍କ ଆଗରେ ମିଛ ଅଭିଯୋଗ କରିଥିବା ମାନିଛନ୍ତି ଯୁବତୀ ଜଣଙ୍କ । ଏଥିସହ ଯୁବତୀଙ୍କ ମେଡିକାଲ୍ ରିପୋର୍ଟରୁ ଜଣାପଡ଼ିଛି ତାଙ୍କ ସହ କୌଣସି ଅସଦାଚରଣ ହୋଇ...
ଏସ୍ସିଓ ସମ୍ମିଳନୀରେ ପାକିସ୍ତାନ କୁ ଚେତାବନୀ ଦେଲେ ନରେନ୍ଦ୍ର ମୋଦୀ
ଚୀନର ତିଆନଜିନରେ ଆୟୋଜିତ SCO ସମ୍ମିଳନୀରେ ପାକିସ୍ତାନକୁ ଟାର୍ଗେଟ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିଠାରେ ପହଲଗାମ ଆତଙ୍କବାଦୀ ଆକ୍ରମଣର କଥା ଉଠାଇ, ଆତଙ୍କବାଦକୁ ସମଗ୍ର ବିଶ୍ବ ପାଇଁ ସବୁଠାରୁ ବଡ଼ ବିପଦ ବୋଲି ବର୍ଣ୍ଣନା କଲେ। ଚାରି ଦଶକ...
Air india ବିମାନ ରେ ନିଆଁ; ଜରୁୀକାଳୀନ ଅବତରଣ
ଦିଲ୍ଲୀରୁ ଇନ୍ଦୋରକୁ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ Al2913 ଉଡାଣ ପ୍ରାରମ୍ଭ ପରେ ଦିଲ୍ଲୀକୁ ପୁଣି ଫେରିବାକୁ ପଡିଲା। କକପିଟ୍ କ୍ରୁ ଡାହାଣ ଇଞ୍ଜିନରେ ନିଆଁ ଲାଗିବାର ସଙ୍କେତ ପାଇଥିଲେ, ଯାହା ପରେ ସେମାନେ ଇଞ୍ଜିନକୁ ବନ୍ଦ କରି ନିରାପଦ...
ମନ କି ବାତ : ପିଏମ ମୋଦୀ ସ୍ୱଦେଶୀ ଆପଣେଇବାକୁ ଜୋର ଦେଇଛନ୍ତି
ରବିବାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ମନ କି ବାତ”ର ୧୨୫ତମ କାର୍ଯ୍ୟକ୍ରମ ରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ସେ ଏଥିରେ ନିକଟରେ ଘଟିଥିବା ପ୍ରାକୃତିକ ବିପଦ, ଜମ୍ମୁ-କାଶ୍ମୀରର ଅଗ୍ରଗତି, ଶହଡୋଲର ଫୁଟବଲ ଗାଁ, ସୋଲାର ଲାଇଟରେ କୃଷକଙ୍କ ଲାଭ,...





















