ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପର ଅଧିନରେ ଥିବା ୯ଟି ଜିଲ୍ଲାର ୪୧ଟି ପଏଣ୍ଟ କୁ ଉଦଘାଟନ...
ଫୋକସରେ ୨୦୧୯ ନିର୍ବାଚନ: ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ
ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶନିବାର ଠାରୁ ଦିଲ୍ଲୀରେ ଆରମ୍ଭ ହୋଇଛି । ଏହି ଦୁଇଦିନିଆ ବୈଠକରେ ବିଧାନସଭା ନିର୍ବାଚନ ପାଇଁ ବିଜେପିର କାର୍ଯ୍ୟ ତାଲିକା ଓ ରଣନୀତି ପ୍ରସ୍ତୁତ କରାଯିବ । ତେବେ ଦଳିତଙ୍କୁ ଆକୃଷ୍ଟ କରିବା...
ଆଜିଠାରୁ ରାଜ୍ୟ କଂଗ୍ରେସର ପିଇସି ବୈଠକ
ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ କରିଛି ରଣନୀତି । ଶାସକ ବିଜେଡି ଏବଂ ମୋଦି ଲହରକୁ ରୋକିବାକୁ ପ୍ରୟାସ କରିବ ଦଳ । ଏସବୁକୁ ନଜରରେ ରଖି ଶନିବାର ଠାରୁ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି...
ଘରୁ ଡାକି ଅାଣି ନାବାଳିକାକୁ ଗଣଦୁଷ୍କର୍ମ
ଘରୁ ଡାକି ଅାଣି ଯୁବତୀଙ୍କ ପୁରୁଷ ବନ୍ଧୁ ଓ ତାଙ୍କର ସାଙ୍ଗ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ଖବର ସାମ୍ନାକୁ ଆସିଛି । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରେ।
ଶୁକ୍ରବାର ବୁଗୁଡ଼ା ମୁଖ୍ୟ ବଜାରରେ ଯୁବତୀ ଜଣକ ଚେତାଶୂନ୍ୟ...
ଦିଲ୍ଲୀରୁ ଅାଇଏସ୍ ଅାତଙ୍କବାଦୀ ଗିରଫ
ଅାତଙ୍କବାଦୀ ସଂଗଠନ ଅାଇଏସ୍ର ଟାରଗେଟରେ ଭାରତ । ଦିଲ୍ଲୀରେ ଅାତଙ୍କବାଦୀ ସଂଗଠନ ଅାଇଏସ୍ର ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଲାଲକିଲ୍ଲା ନିକଟରୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଗିରଫ କରିଛି । ଅାତଙ୍କବାଦୀମାନେ ଜାମ୍ମୁ କାଶ୍ମୀର ସୋପିଅାନ୍ ଜିଲ୍ଲାର ବୋଲି ଜଣାପଡିଛି । ଏମାନଙ୍କର ଇସଲାମିକ୍...
ଏଲପିଜି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍, ଭୟଭୀତ ସ୍ଥାନୀୟ ଲୋକେ
ଅନୁଗୁଳର ୫୫ ନମ୍ବର ଜାତୀୟ ରାଜପଥରେ ଏଲପିଜି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେବା ଫଳରେ ଯାତାୟତ କରୁଥିବା ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି । ଖବର ପାଇ ଅଗ୍ନିଶମ ବିଭାଗର ୩ଟି...
ବଳପୂର୍ବକ ପୂଜାଚାନ୍ଦା ମାଗିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ପାଖେଇ ଆସୁଛି ପାର୍ବଣର ଋତୁ । ବିଭିନ୍ନ ପୂଜା କମିଟି ଦ୍ୱାରା ଆରମ୍ଭ ହେବ ତୋରଣ ନିର୍ମାଣ । ଭକ୍ତମାନେ ଶ୍ରଦ୍ଧାରେ ନିଜର ଯୋଗଦାନ ଦେବା ସହ ପୂଜା କମିଟିଗୁଡିକ ମଧ୍ୟ ତତ୍ପର ହୋଇଉଠିଛନ୍ତି । ପାର୍ବଣର ଅବସରକୁ ଆଖି...
ବେଧଡ଼କ ଚାଲାଛି ଗଞ୍ଜେଇ କାରବାର, ମାଧ୍ୟମ ସାଜିଛି ଆମ୍ବୁଲାନ୍ସ
ଗଞ୍ଜେଇ କାରବାର କରିବା ପାଇଁ ନୂଆ ଏବଂ ସୁରକ୍ଷିତ ଉପାୟ ଅବଲମ୍ବନ କରୁଛନ୍ତି ମାଫିଆମାନେ । ଗଞ୍ଜେଇ ଚାଲାଣ ପାଇଁ ବ୍ୟବହାର କରୁଛନ୍ତି ଆମ୍ବୁଲାନ୍ସ । ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ଠିକ୍ ସମୟରେ ସେବା ଯୋଗାଇପାରୁନଥିବା ବେଳେ ଗଞ୍ଜେଇ ଚାଲାଣ...
ତେଲ ଦର ବୃଦ୍ଧି ନେଇ ତାତିଲା ଗୃହ
ରାଜ୍ୟରେ ତୈଳ ଦର ବୃଦ୍ଧି ଓ ଶିକ୍ଷକ ସମସ୍ୟା ବଡ ସମସ୍ୟା ହୋଇଯାଇଛି । ଏହାକୁ ନେଇ ଏବେ ରାଜନୀତି ବେଶ୍ ସରଗଗରମ ହୋଇଛି । ଗୋଟିଏ ପଟେ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ଶୁକ୍ରବାର...
ପେଟ୍ରୋଲ ଟାଙ୍କି ଆଗରେ ବିଜେଡିର ବିକ୍ଷୋଭ
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ନିଆଁ ତେଜିବାରେ ଲାଗିଛି । ପ୍ରତିବାଦରେ ବିଭିନ୍ନ ପେଟ୍ରୋଲ ପମ୍ପ ପାଖରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ପ୍ରତିବାଦ ସଭାରେ ବିଜେଡି ନେତାମାନେ କେନ୍ଦ୍ର ସରକାରଙ୍କ...


















