29.1 C
Bhubaneswar
Friday, May 17, 2024
-Advertisement-

ଆଇଆରସିଟିସି ଦୁର୍ନୀତି

ଲାଲୁ ପରିବାରଙ୍କୁ ସମନ୍ ନୂଆଦିଲ୍ଲୀ(ଏଜେନ୍ସି): ଭାରତୀୟ ରେଳବାଇରେ ଖାଦ୍ୟ ବ୍ୟବସ୍ଥା ଓ ପର୍ଯ୍ୟଟନ ନିଗମ (ଆଇଆରସିଟିସି) ଦୁର୍ନୀତି ଘଟଣାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସମେତ ତାଙ୍କ ପତ୍ନୀ ରାବ୍ରୀ ଦେବୀ ଓ ପୁତ୍ର ତେଜସ୍ୱୀଙ୍କୁ ଦିଲ୍ଲୀ କୋର୍ଟ ପକ୍ଷରୁ...

ବର୍ଷା ପାଣିରେ ଉବୁଟୁବୁ ସ୍ମାର୍ଟ ସିଟି

ଭୁବନେଶ୍ବର ସ୍ମାର୍ଟସିଟି ହେବା ଖବରରେ ଆମେ ସମସ୍ତେ ଯେତିକି ଖୁସି ହୋଇଥିଲେ, ଏଥରକର ବର୍ଷା ସେସବୁ ଧୋଇଦେଲା. ଭୁବନେଶ୍ବର ବିଶ୍ବସ୍ତରୀୟ ସହରର ମାନ୍ୟତା ପାଇବା ଏବଂ ସମଗ୍ର ବିଶ୍ବର ଟପ୍ 20 ସହର ମଧ୍ୟରେ ସ୍ଥାନ ପାଇବା କିଛି କମ୍...

ଦାମବାବୁ ସବୁ ଜାଣିଛନ୍ତି 

ବ୍ଲାକରୋଜ୍ ଜାହାଜ ବୁଡି ଘଟଣାର ଗୁମର ସିବିଆଇ ଖୋଲିବା ଆଗରୁ ମୁହଁ ଖୋଲିଛନ୍ତି ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ । ଏମିତି କିଛି ନ କହି ନକହି ସେ ଯାହା କହିଛନ୍ତି, ତାହା ବିରୋଧୀଙ୍କୁ ଯେତିକି ଉତ୍ସାହିତ କରିଛି,...

ଶାହାଙ୍କ ଦିନିକିଆ ଦରବାର

  ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସିଲେ । ତୃଣମୂଳରୁ ରାଜ୍ୟସ୍ତରୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ । 2019 ପାଇଁ ପ୍ରସ୍ତୁତିର ସମୀକ୍ଷା କରି ଫେରିଗଲେ । ଅବଶ୍ୟ ଦିନିକିଆ ଓଡିଶା ଗସ୍ତ ସମୟରେ ବିଜେଡି ବିରୋଧରେ ବର୍ଷିଛନ୍ତି ଅମିତ...

ଶଙ୍ଖମଣିଙ୍କ ଚିନ୍ତା

ନବୀନ ପଟ୍ଟନାୟକ ଓଡିଶାର ଅପ୍ରତିଦ୍ବନ୍ଦୀ ନେତା । ମାତ୍ର ଅଠର ବର୍ଷର ନିରଙ୍କୁଶ ଶାସନ ପରେ ବି ପୁଣି କ୍ଷମତାକୁ ଫେରିବା ନେଇ ତାଙ୍କ ମନ ଭିତରେ ଶଙ୍କା ରହିଛି । ଶଙ୍କା ରହିବା ବି ସ୍ବାଭାବିକ । ରାଜନୀତିରେ...

ବିବେକାନନ୍ଦଙ୍କୁ ବାହାଘର ପ୍ରସ୍ତାବ

ସ୍ବାମୀ ବିବେକାନନ୍ଦ ଆମେରିକା ଯାଇଥିବା ବେଳେ ତାଙ୍କୁ ଜଣେ ଆମେରିକୀୟ ଯୁବତୀ ବିବାହ କରିବା ପାଇଁ ପ୍ରସ୍ତାବ ଦେଲେ । ଯୁବତୀଙ୍କ ପ୍ରସ୍ତାବ ଶୁଣି ସ୍ବାମୀଜୀ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କୁ ବିବାହ କରିବା ପାଇଁ ଯୁବତୀଙ୍କ ମନରେ ସୃଷ୍ଟି...
- Advertisement -

Latest article

ଯାଜପୁରିଆ ଠିକାଦାରଙ୍କ ଘରେ ଆଇଟି ରେଡ୍

ରାଜଧାନୀ ଭୁବନେଶ୍ବର ଏଲଆଇସି ଅଫିସ ନିକଟରେ ରହିଥିବା ଏକ ଫର୍ଚ୍ୟୁନର ଗାଡିରୁ ଜବତ ହୋଇଛି ପାଞ୍ଚ କୋଟି ଟଙ୍କା । କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଗାଡିକୁ ଜବତ...

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...