କପିଲ ଶର୍ମା ସୋରେ ଓଡିଆ ଝିଅ ଦୂତୀ ଚାନ୍ଦ । ପ୍ରଥମ ଓଡିଆ ଝିଅ ଭାବେ କପିଲ ଶର୍ମା ସୋରେ ଯୋଗ ଦେଇଛନ୍ତି ଆଥଲେଟ ଦୂତୀ ଚାନ୍ଦ । ଶୋରେ ଦୂତୀଙ୍କ ସହ ସାମିଲ ହୋଇଥିଲେ ପୂର୍ବତନ ହକି ଖେଳାଳୀ ସନ୍ଦୀପ ଶର୍ମା ଏବଂ ପୂର୍ବତନ ଫୁଟବଲ ଟିମ୍ର ଅଧିନାୟକ ବାଇଚୁଙ୍ଗ ଭୁତିଆ । ସୋ କୁ ନିମନ୍ତ୍ରଣ କରିଥିବାରୁ କପିଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦୂତୀ ଚାନ୍ଦ ।

LEAVE A REPLY

Please enter your comment!
Please enter your name here