ରିଲିଜ ହୋଇଛି ବଲିଉଡ ଫିଲ୍ମ ‘କେଦାରନାଥ’ର ଟ୍ରେଲର. ଏଥିରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁଖ୍ୟ ଚରିତ୍ରରେ ଥିବା ବେଳେ ତାଙ୍କ ସହ ଅଭିନେତ୍ରୀ ସାରା ଅଲ୍ଲି ଖାନ ନଜର ଆସିଛନ୍ତି. ଦୁହିଁଙ୍କ ଅଭିନୟ ଜବରଦସ୍ତ ଥିବା ବେଳେ ଦର୍ଶକେ ଏହାକୁ ବେଶ୍ ପସନ୍ଦ କରିଛନ୍ତି. ଏଥିରେ ସୁଶାନ୍ତ ସିଂ ରାଜପୁତଙ୍କୁ ଭିନ୍ନ ଢଙ୍ଗରେ ଦେଖିବାକୁ ମିଳିଛି. ସେ ଏକ ମୁସଲିମ ପରିବାରର ହୋଇଥିବା ବେଳେ ସାରା ଏକ ବ୍ରାହ୍ମଣ ପରିବାରର ହୋଇଛନ୍ତି. ତେବେ 2013 ମସିହାରେ ହୋଇଥିବା ପ୍ରଳୟ ଉପରେ ଏହି ଫିଲ୍ମଟି ଆଧାରିତ ହୋଇଛି.

LEAVE A REPLY

Please enter your comment!
Please enter your name here