ବଲିଉଡ୍ ବାଦଶାହା ଶାହରୁଖଙ୍କ ପୁଅ ଅବ୍ରାମ. ଆବ୍ରାମ ହେଉଛନ୍ତି  ସେଲିବ୍ରିଟି କିଡଙ୍କ ମଧ୍ୟରୁ ଜଣେ ଯାହାର ନଟଖଟ ଅନ୍ଦାଜ ସୋସିଆଲ ମିଡିଆରେ ପ୍ରାୟତଃ  ଦେଖିବାକୁ ମିଳିଥାଏ. ନିକଟରେ ହୋଇଥିବା ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟାଙ୍କ ଜନ୍ମଦିନ ପାର୍ଟିରେ ଆବ୍ରାମଙ୍କୁ ଦେଖିବାକୁ ମିଳିଥିଲା. ପାର୍ଟିରେ କିଛି ସମୟ ରହିବା ପରେ ତାଙ୍କ ଦାଦି ମାଙ୍କ ସହ ସେ କାରରେ ବସିବା ବେଳକୁ ଗଣମାଧ୍ୟମ କ୍ୟାମେରା ତାଙ୍କ ଆଡ଼କୁ ମୁହାଁଇଥିଲା. ଆଉ ଫଟୋ କ୍ଲିକ କରିବା କ୍ଷଣି ରାଗି ଯାଇଥିଲେ ଅବ୍ରାମ ଆଉ ପୁରା ସେଲିବ୍ରିଟିଙ୍କ ଢଙ୍ଗରେ କହିଥିଲେ “ନୋ ପିକଚର୍ସ”. ବାସ୍ ତାଙ୍କର ଏହି ଦୁଇ ପଦ କଥା ସମାଲୋଚନା ପରିବର୍ତ୍ତେ ଏକ କୌତୁହଳ ମାହୋଲ ତିଆରି କରିଦେଇଥିଲା .

 

 

LEAVE A REPLY

Please enter your comment!
Please enter your name here