ଅଗଷ୍ଟ 3 ତାରିଖରେ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ମୁଲ୍କ’ ପାକିସ୍ତାନରେ ବ୍ୟାନ ହୋଇଛି. ଏନେଇ ନିରାଶ ହୋଇଛନ୍ତି ପ୍ରଯୋଜକ ଓ ନିର୍ମାତା . ଏକ ମୁସଲିମ୍ ପରିବାରର କାହାଣୀ ଉପରେ ଆଧାରିତ. ଏହି ଫିଲ୍ମରେ ଅଭିନୟ କରିଛନ୍ତି ରିଷି କପୁର ଓ ତାପସୀ ପନ୍ନୁ.

LEAVE A REPLY

Please enter your comment!
Please enter your name here