ଫିଲ୍ମରେ ନିଜର ଯାଦୁ ଦେଖାଇସାରିଥିବା ମଲାଇକା ଆରୋରା 3 ବର୍ଷ ପରେ ପୁଣି ବଡ ପରଦାକୁ ଫେରିଛନ୍ତି. ତେବେ ଫିଲ୍ମ ପଟାଖା ରେ ସେ ଏକ ଆଇଟମ୍ ଗୀତରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି. ହ୍ୟାଲୋ ହ୍ୟାଲୋ ହୋଙ୍ଗେ’ ଗୀତରେ ସେ ଖୁବଶୀଘ୍ର ନଜର ଆସିବେ. ଯାହାକୁ ଲେଖିଛନ୍ତି ଗୀତିକାର ଗୁଲଜାର, ଗାଇଛନ୍ତି ରେଖା ଭରଦ୍ୱାଜ ଏବଂ କୋରିଓଗ୍ରାଫ୍ କରିଛନ୍ତି କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ. ଶ୍ରେଷ୍ଠ ନିର୍ଦ୍ଦେଶକ ତଥା ସଂଗୀତକାର ପାଇଁ ରାଷ୍ଚ୍ରୀୟ ପୁରସ୍କାର ଜିତିଥିବା ବିଶାଲ ଭରଦ୍ୱାଜ ଏହି ଫିଲ୍ମରେ ନିଜର କମାଲ ଦେଖେଇବେ . 28 ସେପ୍ଟେମ୍ବରରେ ଏହା ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି.

LEAVE A REPLY

Please enter your comment!
Please enter your name here