ବଲିଉଡର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମେରିଲ ଷ୍ଟ୍ରିପ ଆୱାର୍ଡରେ ସମ୍ମାନିତ ହେବେ । ସେପ୍ଟେମ୍ବର ୮ରେ ୱାଶିଂଟନ ଡିସିରେ ଆୟୋଜିତ ହେବାକୁ ଥିବା ଡବ୍ଲୁଆଇଏଫଟି ଆୱାର୍ଡ ସୋରେ ଯୋଗ ଦେବା ଅବସରରେ ଐଶ୍ୱଙ୍କୁ ଏହି ସମ୍ମାନ ମିଳିବ । ପ୍ରଥମଥର ଲାଗି ଫିଲ୍ମରେ ଉକୃଷ୍ଟ ଅଭିନୟ ପାଇଁ ଜଣେ ଭାରତୀୟ କଳାକାରଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯାଉଛି । ପୂର୍ବରୁ ହଲିଉଡର କେତେଜଣ ନାମୀଦାମୀ ଆକ୍ଟ୍ରେସଙ୍କୁ ଏହି ଆୱାର୍ଡ ମିଳିଥିବାବେଳେ ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଐଶ୍ୱର୍ଯ୍ୟା ରୟ ବଚ୍ଚନ ।

LEAVE A REPLY

Please enter your comment!
Please enter your name here