୨୦୨୦-୨୧ରୁ ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା । ଏନେଇ ଗୁରୁବାର ମାଧ୍ୟମିକ ଶିକ୍ଷା ବୋର୍ଡ ଅଧ୍ୟକ୍ଷା ଜାହାନ ଆରା ବେଗମ ସୁଚନା ଦେଇଛନ୍ତି । ସେ କହିଛନ୍ତି ଓଏମଆର ସିଟ୍ ଓ ମଲ୍ଟିପୁଲ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ଉଠିଯିବ । ଛାତ୍ରଛାତ୍ରୀମାନେ ୫୦ ମାର୍କ ଅବଜେଟିଭ, ୫୦ ମାର୍କ ସବଜେଟିଭ ପରୀକ୍ଷା ଦେବେ । ତେବେ ଅବଜେକ୍ଟିଭରେ ଓ ସବଜେକ୍ଟିଭ ଉଭୟରେ ୧୫ ମାର୍କ ଲେଖାଏଁ ରଖିବାକୁ ପଡିବ ।
ସେହିପରି ୨୦୧୯ରେ ହେବାକୁ ଥିବା ହାଇସ୍କୁଲ ସାଟିଫିକେର୍ଟ ପରୀକ୍ଷାର ଢାଞ୍ଚା ସାମାନ୍ୟ ବଦଳିବ । ସେଥିରେ ଓଏମଆର ପଦ୍ଧତି ରହିବ । କେବଳ ତିନୋଟି ସେଟ୍ରୁ ୪ଟି ସେଟ୍ ହେବ । ଏହା ପରସ୍ପରଠାରୁ ଅଲଗା ରହିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here