ପଙ୍କଜ ତ୍ରିପାଠୀ. ଯାହାକୁ ଦର୍ଶକେ ‘ମିର୍ଜାପୁର’ର ‘କାଳୀନ ଭୈୟା’ ରୂପରେ ଜାଣନ୍ତି, ତାଙ୍କୁ ଏବେ ହଲିଉଡ ଫିଲ୍ମରେ ଦେଖିବାକୁ ମିଳିବ. ହଲିଉଡ ସୁପରଷ୍ଟାର କ୍ରିସ ହେମ୍ସୱର୍ଥଙ୍କ ସହ ସେ ନଜର ଆସିବେ. ଫିଲ୍ମ ‘ଢାକା’ ନେଟପ୍ଲିକ୍ସ ପାଇଁ ନିର୍ମାଣ କରାଯାଇଥିବା ବେଳେ ଏହାର ସୁଟିଂ ମଧ୍ୟ ଶେଷ ହୋଇଥିବା ସୂଚନା ମିଳିଛି. ଅଭିନେତା କ୍ରିସ ଫିଲ୍ମ ‘ଢାକା’ ର ସୁଟିଂ ଶେଷର କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି. ଦୀର୍ଘ ଦଶ ବର୍ଷ ମଧ୍ୟରେ ସେ ନିଜ ଫ୍ୟାନମାନଙ୍କ ମନୋରଞ୍ଜନ ପାଇଁ ଭିନ୍ନ ଭିନ୍ନ ପ୍ଲାଟଫର୍ମ ଆପଣେଇଛନ୍ତି. ବର୍ତ୍ତମାନ ବଲିଉଡରେ କିଛି ଜଣାଶୁଣା ଅଭିନେତାଙ୍କ ମଧ୍ୟରେ ସାମିଲ ଅଛନ୍ତି ପଙ୍କଜ.

LEAVE A REPLY

Please enter your comment!
Please enter your name here