ରାଜଧାନୀର ପ୍ରସିଦ୍ଧ ଅନନ୍ତ ବାସୁଦେବ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ରୋଷଘର ସଂପୂର୍ଣ୍ଣ ଭାବରେ ପୋଡିଯାଇଛି । ଖବରପାଇ ତିନୋଟି ଦମକଳ ବାହୀନି ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ମନ୍ଦିରର ରୋଷଘର ପୋଡିଯାଇଥିବାରୁ ଅବଢା ରନ୍ଧା ବାଧାପ୍ରାପ୍ତ ହୋଇଛି । ସୂଚନାଯୋଗ୍ୟ, ଅନନ୍ତ ବାସୁଦେବ ମନ୍ଦିରର ରୋଷଘରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଛି.

LEAVE A REPLY

Please enter your comment!
Please enter your name here