ପାଲଲହଡା ମୁକତାପୁର ତେଲଟାଙ୍କି ଛକ ପାଖରେ ଓଲଟି ପଡିଲା ଆମ୍ବୁଲାନ୍ସ I ଆମ୍ବୁଲାନ୍ସ ଚାଳକ ମଦ ପିଇ ଗାଡି ଚଲାଉଥିବାରୁ ଏଭଳି ଦୁର୍ଘଟଣାଗ୍ରସ୍ତ ହେଲା I ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡିଛି I ସ୍ଥାନୀୟ ଲୋକେ ମଦ ପିଇଥିବା ଡ୍ରାଇଭରକୁ ଅଟକାଇ ଗାଳି କରିଥିଲେ I

LEAVE A REPLY

Please enter your comment!
Please enter your name here