୨୦୧୮ ସ୍ୱାଧିନତା ଦିବସ ପାଇଁ ଜାତୀୟ ପୋଲିସ ପଦକ ପାଇବାକୁ ଓଡିଶାର ୨୯ ଜଣଙ୍କୁ ଚୟନ କରାଯାଇଛି । ୪ ଜଣ ପୋଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିବ । ସେହିପରି ୧୧ ଜଣଙ୍କୁ ପୋଲିସ୍ ସାହସିକତା ପଦକ ଓ ୧୪ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯିବ । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ତାଲିକା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here