ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ଆସନ୍ତା 22 ତାରିଖରେ ଓଡିଶାକୁ ଅଣାଯିବ । ଅସ୍ଥି ଓଡିଶାରେ ପହଁଞ୍ଚିବା ପରେ ରାଜ୍ୟ ବିଜେପି କାର୍ଯ୍ୟଳୟରୁ ଆସନ୍ତା 23 ତାରିଖରେ ଶ୍ରୀକ୍ଷେତ୍ର ନିଆଯାଇ ମହୋଦଧିରେ ବିସର୍ଜନ କରାଯିବ । ରାଜ୍ୟ ବିଜେପି କାର୍ଯ୍ୟଳୟରେ ବାଜପେୟୀଙ୍କ ଅସ୍ଥିକୁ ସାଧାରଣ ଜନତା ଶ୍ରଦ୍ଧାଞ୍ଜଳୀ ଦେବା ସହ ଦର୍ଶନ କରିପାରିବେ । ଅସ୍ଥିକୁ ବିଶାଳ ଶୋଭାଯାତ୍ରାରେ  ପୁରୀ ଅଭିମୁଖେ ନିଆଯିବ ।

LEAVE A REPLY

Please enter your comment!
Please enter your name here