ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଆଏନଏକ୍ସ ମିଡିଆର ପୂର୍ବତନ ମୁଖ୍ୟ ଇନ୍ଦ୍ରାଣୀ ମୁଖାର୍ଜୀ ମୁମ୍ବାଇର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ସିନାଙ୍କ ଭାଇ ମିଖାଇଲ ବୋରା ଇନ୍ଦ୍ରାଣିଙ୍କ ବିରୋଧରେ ସିବିଆଇର ସ୍ୱତନ୍ତ୍ର ଅଦାଲତରେ ସାକ୍ଷୀ ଦେବାର ୨ମାସ ପରେ ଇନ୍ଦ୍ରାଣୀ ଏହି ଜାମିନ ଆବେଦନ କରିଛନ୍ତି । ନିଜ ଝିଅ ସିନା ବୋରା ହତ୍ୟା ମାମଲାରେ ଇନ୍ଦ୍ରାଣୀ ଏବେ ଜେଲରେ ଅଛନ୍ତି

LEAVE A REPLY

Please enter your comment!
Please enter your name here