ରାଜଧାନୀ ଭୁବନେଶ୍ୱରରେ ହତ୍ୟାକାଣ୍ଡ। ଏକ ଅଜଣା ଯୁବକଙ୍କୁ ରକ୍ତ ରଞ୍ଜିତ ଅବସ୍ତାରେ ଉଦ୍ଧାର କଲେ ପୋଲିସ। ନୟାପଲ୍ଲୀ ଆଇଆରସି ଭିଲେଜ ସ୍କୁଲ ପଡିଆରେ ମଙ୍ଗଳବାର ସକାଳୁ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here