ସୁପ୍ରିମକୋର୍ଟ ରାୟକୁ ବିରୋଧ କରି ଶିବସେନା ପକ୍ଷରୁ ଆସନ୍ତା ୧ ତାରିଖରେ ୧୨ ଘଣ୍ଟିଆ କେରଳ ବନ୍ଦ ଡାକରା ଦିଆଯାଇଛି । ସୁଚନାଯୋଗ୍ୟ ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଅଧିକାରକୁ ନେଇ ସୁପ୍ରିମ କୋର୍ଟ ଦେଇଥିବା ରାୟକୁ ବିରୋଧ କରି ଶିବସେନା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here