କାଶ୍ମୀର ରଜୌରି ସେକ୍ଟରରେ ଆତଙ୍କୀ ହମଲା । ରଜୌରି ସେକ୍ଟର ପୀରପଞ୍ଜଲ ରେଞ୍ଜ ଅଞ୍ଚଳରେ ଆତଙ୍କୀ ହମଲାରେ ଜଣେ ଜେସିଓଙ୍କ ସମେତ ୫ ଯବାନ ସହିଦ ହୋଇଛନ୍ତି । ଭାରତୀୟ ସୀମା ଆଡକୁ ପ୍ରବଳ ଗୁଳି ବିନିମୟ କରିଥିଲେ ପାକିସ୍ତାନୀ ସେନା । ଯାହାର ଯବାବ ଭାରତୀୟ ଯବାନ ମାନଙ୍କ ତରଫରୁ ଦିଆଯାଇଥିଲା । ଘଟଣାସ୍ଥଳରେ ଏବେବି ଗୁଳିମାଡ ଚାଲିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here