ବଜାରରେ ଖୁବ୍ ଶୀଘ୍ର ଉପଲବ୍ଧ ହେବ କରୋନା ଟିକା । କରୋନା ଟିକା ଆସିବାକୁ ଥିବାରୁ ଡାଟାବେସ୍ ପ୍ରସ୍ତୁତି ନିର୍ଦ୍ଦେଶ । ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅଙ୍ଗନୱାଡି କର୍ମୀଙ୍କ ଡାଟାବେସ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ । ଏନେଇ ମହିଳା ଓ ଶିଶୁ ବିକାଶ ସଚିବଙ୍କୁ ସ୍ୱାସ୍ଥ୍ୟ ଏସିଏସ ଚିଠି ଲେଖିଛନ୍ତି । ଅଙ୍ଗନବାଡି କର୍ମୀ, ହେଲପର, ସୁପରଭାଇଜର ,ସିଡିପିଓଙ୍କ ତଥ୍ୟ ପାଇଁ ନିର୍ଦ୍ଦେଶ । ଅକ୍ଟୋବର ୨୫ ମଧ୍ୟରେ ସିଭିବିଏମଏସରେ ଡାଟା ଅପଲୋଡ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସିଭିବିଏମଏସ(କରୋନା ଭ୍ୟାକସିନେସନ ବେନିଫିସିଆରି ମ୍ୟାନେଜମେଣ୍ଟସିଷ୍ଟମ) । ଅଙ୍ଗନବାଡି କର୍ମୀଙ୍କ ଡାଟାବେସ୍ ପାଇଁ ଆଜି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି

LEAVE A REPLY

Please enter your comment!
Please enter your name here