ପ୍ରଥମଥର ପାଇଁ କଂଗ୍ରେସରେ ଯୋଗ ଦେଇଛନ୍ତି ଜଣେ ଟ୍ରାନ୍ସଜେଣ୍ଡର. ରାଷ୍ଟ୍ରୀୟ ମହାସଚିବ ରୂପେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କୁ ନିଯୁକ୍ତ ଦେଇଛନ୍ତି. ଆନ୍ଧ୍ରପ୍ରଦେଶରେ ଜନ୍ମ ଗ୍ରହଣ କରିଥିବା ଅପ୍ସରା ଚେନ୍ନାଇରେ ନିଜ ପାଠପଢା ସାରିଥିବା ବେଳେ ସାମ୍ବାଦିକତା ମଧ୍ୟ କରିଛନ୍ତି. ତେବେ 2016 ମସିହା ମେ ମାସରେ ଅପ୍ସରା ଏଆଇଏଡିଏମକେରେ ଯୋଗ ଦେଇଥିଲେ. ପରେ ପାର୍ଟି ଆଇକନ୍ ଜୟଲଳୀତାଙ୍କ ମୃତ୍ୟୁ ପରେ ଏଆଇଏଡିଏମକେର ପ୍ରୋ-ଶଶିକଳା ଶିବିରରେ ଯୋଗ ଦେଇଥିଲେ.

 

LEAVE A REPLY

Please enter your comment!
Please enter your name here