ଗୁରୁବାର କାଶ୍ମୀର ଘାଟିରେ ଆରମ୍ଭ ହୋଇଛି ତୁଷାରପାତ. ଏହାସହ ବର୍ଷା ମଧ୍ୟ ଆରମ୍ଭ ହୋଇଛି. ଫଳରେ ସାରା ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି. ଅନ୍ୟପଟେ ଏକପ୍ରକାର ପ୍ରତିକୂଳ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି. ଅନେକ ଜାଗାରେ ବିଜୁଳି ନଥିବା ବେଳେ ଯାତାୟାତ ସେବା ବାଧାପ୍ରାପ୍ତ ହୋଇଛି. ଏହାସହ  ବିମାନ ଉଡାଣରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି. କିଛି ବିମାନ ଉଡାଣକୁ ବାତିଲ ମଧ୍ୟ କରାଯାଇଛି. ଶ୍ରୀନଗର ଓ ଅନ୍ୟ କିଛି ସ୍ଥାନରେ ଲୋକମାନେ ଫସି ରହିଛନ୍ତି.

 

LEAVE A REPLY

Please enter your comment!
Please enter your name here