ପୁଣି ଝାଡଖଣ୍ଡରେ ଫେରିଲା ଲକଡାଉନ୍ । ସାରା ରାଜ୍ୟରେ ୮ଦିନ ପାଇଁ ଲକଡାଉନ୍ ଘୋଷଣା କଲେ ଝାଡଖଣ୍ଡ ସରକାର । ଆସନ୍ତା ଏପ୍ରିଲ ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକ୍‌ଡାଉନ୍ ଘୋଷଣା ହୋଇଛି । ଅତ୍ୟାବଶ୍ୟକ ସେବା ଜାରି ରହିବ । କରୋନାର ଦ୍ୱିତୀୟ ଲହର ଏବେ ସମସ୍ତଙ୍କ ଚିନ୍ତା ବଢାଇଛି । ପଜିଟିଭ୍‌ଙ୍କ ସଂଖ୍ୟା ବଢୁଥିବାବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗୁନି ।

LEAVE A REPLY

Please enter your comment!
Please enter your name here