କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କରୋନା । ଟ୍ବିଟ୍ କରି ନିଜେ ରାହୁଲ ଗାନ୍ଧୀ ସେ କରୋନା ଆକ୍ରାନ୍ତ ବୋଲି ଉଲ୍ଲେଖ କରିଛନ୍ତି । ପୂର୍ବରୁ ସାମାନ୍ୟ ଲକ୍ଷଣ ଥିଲା ଏବଂ କରୋନା ଟେଷ୍ଟ ପରେ ରିପୋର୍ଟ ପଜିଟିଭ୍ ଆସିଥିବା ସେ କହିଛନ୍ତି । ତେଣୁ ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ କୋଭିଡ୍ ଗାଇଡଲାଇନ ମାନିବାକୁ ସେ ଅନୁରୋଧ କରିଛନ୍ତି । ରାହୁଲଙ୍କ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କରୋନାରେ ଆକ୍ରାନ୍ତ ହୋଇ ଏବେ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

LEAVE A REPLY

Please enter your comment!
Please enter your name here