ଦେଶର ପ୍ରଥମ ଜୈବ ଇନ୍ଧନ ଚାଳିତ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ପହଁଞ୍ଚିଛି । ସ୍ପାଇସ ଜେଟର ଏହି ବିମାନ ଡେରାଡୁନରୁ ଦିଲ୍ଲୀ ଉଡାଣ କରିଛି । ଏହି ୭୨ ସିଟ୍ ବିଶିଷ୍ଟ ବିମାନରେ ଖାଦ୍ୟରେ ବ୍ୟବହୃତ ହେଉନଥିବା ତୈଳରୁ ପ୍ରସ୍ତୁତ ଇନ୍ଧନ ବ୍ୟବହାର କରାଯାଉଛି । ବିମାନର ପ୍ରଥମ ଉଡାଣରେ କର୍ମଚାରୀଙ୍କ ସମେତ ୨୦ ଜଣ ଲୋକ ଥିଲେ । ୨୫ ମିନିଟ୍ ଭିତରେ ଏହା ଦିଲ୍ଲୀରେ ପହଁଞ୍ଚିଥିଲା ।

LEAVE A REPLY

Please enter your comment!
Please enter your name here