କୋର୍ଟ ଅଫ ଇନକ୍ୱାରୀ (ସିଓଆଇ) ଭାରତୀୟ ସେନାର ମେଜର ଲିତୁଲ ଗୋଗୋଇଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । ସେନାର ସ୍ୱତନ୍ତ୍ର କୋର୍ଟ ଗୋଗଇଙ୍କ ବିରୋଧରେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛି । କଶ୍ମୀରର ଏକ ହୋଟେଲରେ ଜଣେ ମହିଳାଙ୍କୁ ଦେଖାକରିବା ମାମଲାରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସୁଚନାଯୋଗ୍ୟ କାର୍ଯ୍ୟରତ ଥିବା ସମୟରେ ଗୋଗୋଇ ବିନା ଅନୁମତିରେ ମହିଳାଙ୍କ ସହ ଏକ ହୋଟେଲରେ ଦେଖାକରି ଥିବାରୁ ତାଙ୍କ ବିରୋଦ୍ଧରେ ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here