ପଶ୍ଚିମବଙ୍ଗରେ ଆସନ୍ତାକାଲିଠାରୁ ଲକ୍ ଡାଉନ ଅବଧି ଦୁଇ ସପ୍ତାହ ପାଇଁ ବଢିଲା । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଲକ୍ ଡାଉନ ନିୟମକୁ ମଧ୍ୟ ରାଜ୍ୟ ସରକାର ପୂର୍ବାପେକ୍ଷା ଅଧିକ କଡା କରିଛନ୍ତି । କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଲେ ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ସକାଳ ସାତଟାରୁ ଦଶଟା ପର୍ଯ୍ୟନ୍ତ ହାଟ ବଜାର ଖୋଲିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here