ଜୀବନକୁ ବାଜି ଲଗାଇ ମାଲଗାଡି ତଳେ ଚାଲିଛି ରୋମାନ୍ସ । ଏହି ଫଟୋ ସହିତ ଟ୍ଵିଟ୍ କରି ରେଳ ମନ୍ତ୍ରଣାଳୟ ସାଧାରଣ ଜନତାଙ୍କ ପାଇଁ ଚେତାବନୀ ଜାରି କରିଛି। ଟ୍ଵିଟରେ କୁହାଯାଇଛି ଯେ ଏମିତି କାମ ବିପଦଜ୍ଜନକ ଏବଂ ଦଣ୍ଡନୀୟ ଅପରାଧ

LEAVE A REPLY

Please enter your comment!
Please enter your name here