ଦିଲ୍ଲୀରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ସବୁ ସର୍ବସାଧାରଣ ସ୍ଥାନରେ ମାସ୍ମ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍ମ ବ୍ୟବହାର ନକରି ଧରାପଡିଲେ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା । ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୧୪୬ କେସ୍ ସାମ୍ନାକୁ ଆସିଛି । ଦିନକରେ ୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ପଜିଟିଭ୍ କେସ୍ ବଢୁଥିବା ଦେଖି ଏବେ ଚିନ୍ତାରେ ଦିଲ୍ଲୀ ସରକାର ।

LEAVE A REPLY

Please enter your comment!
Please enter your name here