ଏ ଫଟୋ ମଣିପୁରର । ସୀମା ସୁରକ୍ଷା ବାହିନୀ ବିଏସଏଫର ଜଣେ ଯବାନ ଇମ୍ଫାଲ ସହରର ଏକ ଗ୍ରସରୀ ଦୋକାନ ଭିତରେ ପଶି ଜଣେ ଯୁବତୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ । ଗତ 20 ତାରିଖର ଏହି ଘଟଣା ସିସିଟିଭିରେ କଏଦ ହୋଇଥିଲା । ସିସିଟିଭି ଫୁଟେଜର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯବାନ ଜଣକ ବିଏସଏଫର ହେଡ କନଷ୍ଟେବଳ ସତୀଶ ପ୍ରସାଦ ବୋଲି ଚିହ୍ନଟ ହୋଇଥିଲେ । ତାଙ୍କୁ ସସପେଣ୍ଟ କରାଯିବା ସହ ବିଭାଗୀୟ ତଦନ୍ତ କରାଯାଉଛି ।

LEAVE A REPLY

Please enter your comment!
Please enter your name here