ପୁଣି ଲାଲୁ ଯାଦବଙ୍କ ଘରେ ପଶିଲା ସିବିଆଇ । ଏଥର ଗୋଖାଦ୍ୟ ନୁହେଁ, ରେଳମନ୍ତ୍ରୀ ଥିବା ବେଳେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବାର ସୁରାକ୍ ପାଇଛି ସିବିଆଇ । ଲାଲୁ ନିଯୁକ୍ତି ବଦଳରେ ଜମି ହାତେଇଥିବା ଅଭିଯୋଗ ହୋଇଛି । କେବଳ ଲାଲୁ ନୁହଁନ୍ତି, ସମାନ ମାମଲା ଲାଲୁଙ୍କ ଝିଅ ମିସା ଯାଦବଙ୍କ ବିରୋଧରେ ମଧ୍ୟ ରୁଜୁ କରିଛି ସିବିଆଇ । ଲାଲୁ, ତାଙ୍କ ପତ୍ନୀ ରାବ୍ରୀ ଦେବୀ ଓ ଝିଅ ମିସାଙ୍କ 17ଟି ଠିକଣାରେ ଏକକାଳୀନ ଚଢାଉ କରିଛି ସିବିଆଇ । 2004 ରୁ 2009 ପର୍ଯ୍ୟନ୍ତ କେନ୍ଦ୍ରରେ ରେଳମନ୍ତ୍ରୀ ଥିଲେ ଲାଲୁ ।

LEAVE A REPLY

Please enter your comment!
Please enter your name here