ଜମ୍ମୁ କଶ୍ମୀରର ପୁଲୱାମା ଠାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନ ପିଲାମାନଙ୍କ ଦାୟିତ୍ୱ ନେବ ରିଲାଏନ୍ସ କମ୍ପାନୀ । ପିଲାମାନଙ୍କର ଶିକ୍ଷା ଏବଂ ନିଯୁକ୍ତି ଦାୟିତ୍ୱ କମ୍ପାନୀ ଗ୍ରହଣ କରିବ ବୋଲି ଶନିବାର ଘୋଷଣା କରିଛି । ଆବଶ୍ୟକ ହେଲେ ଆହତ ଯବାନ ମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଯବାନ ମାନଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ ପାଇଁ କମ୍ପାନୀ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here