ପଶ୍ଚିମ ବଙ୍ଗଳାର ଶିକ୍ଷା ମନ୍ତ୍ରାଳୟ ତରଫରୁ ଏକ ସ୍କୁଲ ବହିରେ ଭାରତୀୟ ଖେଳାଳୀ ମିଲଖା ସିଂହଙ୍କ ସ୍ଥାନରେ ବଲିଉଡ ଅଭିନେତା ଫରହନ ଅଖତରଙ୍କ ଫଟୋ ପ୍ରକାଶିତ ହୋଇଛି। ଏବେ ବହିର ସେହି ପୃଷ୍ଠାଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ପ୍ରକାର ଏଜୁକେସନ ନାଁରେ ପିଲାମାନଙ୍କ ଭବିଷ୍ୟତ ସହିତ ଖେଳାଯାଉଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି। ଏହି ଭୁଲ ପୁରା ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here