ସପ୍ତଦଶ ଲୋକସଭାରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ସାଂସଦ ନୂସରତ ଜହାଁ ଭିନ୍ନ ଅନ୍ଦାଜରେ ଲୋକସଭାରେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ।ମଥାରେ ସିନ୍ଦୁର ,ହାତରେ ମେହେନ୍ଦୀ ଲଗାଇ ମଙ୍ଗଳବାର ସଂସଦରେ ଶପଥ ନେଇଛନ୍ତି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସର ଦୁଇ ତରୁଣୀ ସାଂସଦ ।ଅଭିନେତ୍ରୀରୁ ସାଂସଦ ବନିଥିବା ମୌନ ଚକ୍ରବତୀ ଓ ନୂସରତ ଜହାଁ ସଂସଦରେ ଶପଥ ନେବା ପରେ ବାଚସ୍ପତି ଓମ୍ ବିର୍ଲ୍ଲାଙ୍କୁ ଠାରୁ ଆର୍ଶୀବାଦ ନେଇଥିଲେ ।ସଂସଦରେ ଜଣେ ଘରୋଇ ପାରିବାରିକ ମହିଳା ଭାବରେ ନଜର ଆସିଥିଲେ ନୂସରତ ଜହାଁ । ଏଠାରେ ସୂଚନାଯୋଗ୍ୟ ଯେ ,୧୯ ଜୁନରେ ନୂସରତଙ୍କର ବିବାହ ଅନୁଷ୍ଠିତ ହୋଇଥିଲା । ଲୋକସଭାର ପ୍ରଥମ ଦିନରେ ସେ ଅନୁପସ୍ଥିତ ଥିଲେ  ।

LEAVE A REPLY

Please enter your comment!
Please enter your name here