ବିପାସା ବସୁ-କରଣ ଗ୍ରୋଭରଙ୍କ ଘରକୁ ଆସିଛନ୍ତି ଲକ୍ଷ୍ମୀ ପ୍ରତିମା । ଏହି ଦୁଇ କପଲଙ୍କ କୋଳକୁ ଆସିଛି ପରୀ । ୪୩ ବର୍ଷ ବୟସରେ ମା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ବଲିଉଡ ଅଭିନେତ୍ରୀ ବିପାସା ବସୁ । ଆଲିଆ-ରଣବୀରଙ୍କ ପରେ ପିତା-ମାତା ବନିଛନ୍ତି ବିପାସା-କରଣ । ୨୦୧୬ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଦୁଇ ବଲିଉଡ ଷ୍ଟାର । ତେବେ ଝିଅ ଜନ୍ମ ହେବା ଖବର ଜାଣିବା ପରେ ଫ୍ୟାନ୍ସମାନଙ୍କର ଶୁଭେଚ୍ଛା ଛୁଟୁଛି ।

LEAVE A REPLY

Please enter your comment!
Please enter your name here