ବଣାଇ ଲହୁଣିପଡା ଥାନା ବରସୁଆଁ ନିକଟ ସ୍କୁଲ ବସ୍ତିରେ ଅଘଟଣ । ଗୋଟିଏ ପରିବାରର ଭାଇ ଭଉଣୀ ୨ ଘଣ୍ଟା ବ୍ୟବଧାନରେ ଆଖି ବୁଜିଛନ୍ତି । ଅଜଣା ଜ୍ୱରରେ ପିଡୀତ ହୋଇ ଆଖି ବୁଜିଛନ୍ତି ଭାଇ-ଭଉଣୀ । ସେମାନଙ୍କର ବୟସ ୭ ଏବଂ ୨ ବର୍ଷ । ମାଆ ଓ ବର୍ଷକର ପୁଅ ଏବେ ବି ଗୁରୁତ୍ତର ଥିବାରୁ ସେମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ନିକଟରେ ୩ ପିଲାଙ୍କ ବାପା ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

LEAVE A REPLY

Please enter your comment!
Please enter your name here