ଅହିରାଜ ଉଦ୍ଧାର । ମୟୁରଭଂଜ ଜିଲ୍ଲା ଖଣ୍ଡାବୁଡା ଗାଁରେ ଅହିରାଜ ସାପକୁ ଉଦ୍ଧାର କରିଛି ବନ ବିଭାଗ । ସୁଚନାଅନୁସାରେ,ଗ୍ରାମବାସୀଏକ ବାଉଁଶ ବୁଦା ଉପରେ ସାପକୁ ଦେଖି ଭୟବିତ ହୋଇପଡିଥିଲେ । ପରେ ବାରିପଦାସ୍ଥିତ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିିଲେ । ଘଟଣା ସ୍ଥଳରେ ହେଲ୍ପଲାଇନ ପହଁଞ୍ଚି ବହୁକଷ୍ଟରେ ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ସାପଟି ୧୨ ଫୁଟ ଲମ୍ବର ଅହିରାଜ ସାପ । ଉଦ୍ଧାର ସାପଟିକୁ ସିମିଳିପାଳ ଅନ୍ତର୍ଗତ ସିଜୁପାଣି ସଂଗ୍ରଖିତ ଜଙ୍ଗଲରେ ଛାଡିଦିଆଯାଇଛି ।

LEAVE A REPLY

Please enter your comment!
Please enter your name here