ଆଜି ବିଶ୍ୱ ଯୋଗ ଦିବସ । ୨୦୧୫ ରୁ ପ୍ରତିବର୍ଷ ଜୁନ ୨୧କୁ ଅର୍ନ୍ତରାଷ୍ଟ୍ରିୟ ଯୋଗ ଦିବସ ରୁପେ ପାଳନ କରାଯାଉଛି । ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଭୁଲ ଖାଦ୍ୟ ଏବଂ ଖରାପ ଜୀବନଶୈଳୀ ପାଇଁ ଆମେ ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦେଇପାରି ନଥାଉ । ଫଳରେ ବିଭିନ୍ନ ରୋଗରେ ପଡିବାରେ ଆଶଙ୍କା ରହିଛି । ତେବେ ଆମର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗ କରିବା ନିହାତି ଆବଶ୍ୟକ ରହିଛି । ବିଭିନ୍ନ ରୋଗରୁ ମୁକ୍ତି ହେବା ପାଇଁ ଖାଲି ଯେ ମେଡିସିନ୍ ଖାଇବା ଆବଶ୍ୟକ ତାହା ନୁହେଁ, ଡାକ୍ତର ମାନେ ବି ଯୋଗ କରିବାକୁ ପରାମର୍ଶ ଦେଉଛନ୍ତି । ପାଞ୍ଚବର୍ଷ ହେବ ବିଶ୍ୱ ଯୋଗ ଦିବସ ରୁପେ ପାଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here