ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ମାଲ୍ୟବନ୍ତ ମହୋତ୍ସବ ଉଦଘାଟିତ ହୋଇଛି । ଏହି ଅବସରରେ ମାଲକାନଗିରିର ଜଗନ୍ନାଥ ମନ୍ଦିର ଠାରୁ କଳଶ ଯାତ୍ରା ଆରମ୍ଭ ହୋଇ ଦଣ୍ଡକାରଣ୍ୟ ପଡିଆ ନିକଟ ମଣ୍ଡପକୁ ଆସିବା ପରେ ମହୋତ୍ସବ ଉଦଘାଟିତ ହୋଇଥିଲା । ଏହି ଅବସରରେ ପାରଂପରିକ ନାଚ ଗୀତ ଆଦିବାସୀ ବାଦ୍ୟରେ ଖୁସି ମନାଇଥିଲେ ଜିଲ୍ଲାବାସୀ । ଏହି ଯାତ୍ରାରେ ଦୁଇ ବିଧାୟକ ଓ ଜିଲ୍ଲାପାଳଙ୍କ ସହ ପ୍ରଶାସନିକ ଅଧିକାରୀ ଏବଂ ବହୁ ନେତା ସାମିଲ ହୋଇଥିଲେ । ୧୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବାକୁ ଥିବାବେଳେ ୫ଦିନ ଯାଏ ପଲ୍ଲିଶ୍ରୀମେଳାର ଆୟୋଜନ କରାଯାଇଛି ।

 

 

LEAVE A REPLY

Please enter your comment!
Please enter your name here