ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଗର୍ଭବତୀଙ୍କୁ ଟିକାକରଣ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । କୋୱିନ୍ ଆପରେ ସ୍ୱତନ୍ତ୍ର ସାଇଟରେ ପଞ୍ଜିକରଣ କରିପାରିବେ ଗର୍ଭବତୀ । ରାଜ୍ୟରେ ବର୍ଷକୁ ପ୍ରାୟ୯ ଲକ୍ଷ ଗର୍ଭବତୀ ପଞ୍ଚୀକୃତ ହୋଇଥାନ୍ତି । ସେମାନଙ୍କ ମଧ୍ୟରୁ ସାଢେ ୪ ଲକ୍ଷ ଗର୍ଭବତୀଙ୍କୁ ଠାବ କରିହେବ । ଗର୍ଭବତୀଙ୍କୁ ଠାବ କରାଯିବା ସହ ଟିକାକରଣକୁ ତ୍ୱରାନ୍ୱିତ କରାଯିବ ।

LEAVE A REPLY

Please enter your comment!
Please enter your name here