ଟିକା ଅଭାବରୁ ଗତ ଦୁଇଦିନ ଧରି ଟିକାକରଣ ମାନ୍ଦା ପଡିଯାଇଥିବା ବେଳେ ଆଜି ରାଜ୍ୟକୁ କୋଭିସିଲ୍ଡ ଟିକା ଆସି ପହଞ୍ଚିଛି । 9 ଲକ୍ଷ 43 ହଜାର 930 କୋଭିସିଲ୍ଡ ଓ 1 ଲକ୍ଷ 82 ହଜାର କୋଭାକ୍ସିନ ଟିକା ଆସି ପହଞ୍ଚିଛି । ଗତକାଲି 1 ଲକ୍ଷ କୋଭିସିଲ୍ଡ ଟିକା ଆସିଥିଲା । ଟିକା ନଥିବାରୁ ଗତ ଦୁଇଦିନ ଧରି ଟିକାକରଣ ମନ୍ଥର ହୋଇଯାଇଥିଲା । ଦୈନିକ ଟିକାକରଣ ହାର ପଚାଶ ହଜାର ତଳକୁ ଖସି ଯାଇଥିଲା ।

LEAVE A REPLY

Please enter your comment!
Please enter your name here