ବିଜୁ ଯୁବ ଜନତା ଦଳ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପୁଣିଥରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତାଙ୍କର ପ୍ରଥମ ପତ୍ନୀ ନୀଲିମାଙ୍କ ଦେହାନ୍ତ ପରେ ସେ ଦ୍ବିତୀୟ ବିବାହ କରିବା ନେଇ ଚର୍ଚ୍ଚା ହେଉଥିଲା । ତାଙ୍କର ଏଖ ଛୋଟ ଝିଅ ଅଛି । କରୋନା କଟକଣା ଭିତରେ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ ତାଙ୍କ ବନ୍ଧୁ ଓ ଶୁଭେଚ୍ଛୁମାନେ ସୋସିଆଲ ମିଡିଆରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here