ସୋନପୁର ସହରରେ ପାଳିତ ହୋଇଛି ନନ୍ଦ ଉତ୍ସବ । ଏବେ ଉତ୍ସବ ମୁଖର ହୋଇ ଉଠିଛି ସୋନପୁର ସହର । ଏହି ଉତ୍ସବରେ କୁନିକୁନି ଶିଶୁଙ୍କୁ କୃଷ୍ଣ,ବଳରାମ ବେଶରେ ସଜାଇ ରଥରେ ବସାଇ ସହର ପରିକ୍ରମା କରାଯାଇଛି । କୃଷ୍ଣ ବଳରାମଙ୍କୁ ପୂଜା କରାଯାଇ,ଆହା ମୋ ନନ୍ଦ କୋଳେ ଗୋବିନ୍ଦ ଗୀତର ତାଳେ ତାଳେ ନାମ ସଂକୀର୍ତ୍ତନ କରି, ଭକ୍ତ ମାନେ ନାଚି ନାଚି ସହର ଭ୍ରମଣ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here