କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ଙ୍କ ନିର୍ଦେଶ ରେ ଏସ ଓ ଜି ଓ ଡ଼ି ଭି ଏଫ ଯବାନ ମନେ ଗୋଛା ପଡା ଥାନା ଶାସିକେତା ଜଙ୍ଗଲ ରେ ମାଓ ବାଦି କ୍ୟାମ୍ପ ଉପରେ ଚଢ଼ାଉ କରି ବିପୁଳ ପରିମାଣ ର ମାଓ ସାମଗ୍ରୀ ଜବତ କରିଥିବା ନେଇ ରବିବାର କନ୍ଧମାଳ ଏସପି ଭିନୀତ ଅଗ୍ରଵାଲା ସୂଚନା ଦେଇଛନ୍ତି l ଜବତ ସାମଗ୍ରି ମଧ୍ୟରେ ରହିଛି ମେଡିସିନ, ବିଦ୍ୟୁତ ତାର, ମାଓ ପୋଷାକ, ଜିଲୋଟିନ, ଛୁରୀ, ଚଷମା, ଆଦି ଜିନିଷ ଥିବା ଏସପି ଅଗ୍ରୱାଲ କହିଛନ୍ତିl ସେଠାରେ କେ. କେ ବିଏନ ଡ଼ିଭିଜନ ମାଓବାଦୀମାନେ କ୍ୟାମ୍ପ କରିଥିବା ସୂଚନା ଦେଇଥିଲେ ଏସପି l

LEAVE A REPLY

Please enter your comment!
Please enter your name here